"%1$s ବ୍ୟବହାର କରିବାକୁ ଆପଣ ତିନି ସେକେଣ୍ଡ ପାଇଁ ଉଭୟ ବ୍ୟାକ ଓ ଡାଉନ ବଟନକୁ ଧରି ରଖିଛନ୍ତି।\n\n ବର୍ତ୍ତମାନ %1$sକୁ ସକ୍ଷମ କରିବା ପାଇଁ, ପୁଣି ତିନି ସେକେଣ୍ଡ ପାଇଁ ବ୍ୟାକ ଓ ଡାଉନ ବଟନକୁ ଧରି ରଖନ୍ତୁ। %1$sକୁ ସକ୍ଷମ କିମ୍ବା ଅକ୍ଷମ କରିବା ପାଇଁ ଯେ କୌଣସି ସମୟରେ ଏହି ସର୍ଟକଟ ବ୍ୟବହାର କରନ୍ତୁ।\n\n ଆପଣ ସେଟିଂସ > ସିଷ୍ଟମ > ଆକ୍ସେସିବିଲିଟୀରେ ଆପଣଙ୍କ ପସନ୍ଦଗୁଡ଼ିକୁ ଆଡଜଷ୍ଟ କରିପାରିବେ।"
"ସର୍ଟକଟ ଚାଲୁ ଥିବା ବେଳେ, ଉଭୟ ବ୍ୟାକ ଓ ଡାଉନ ବଟନକୁ 3 ସେକେଣ୍ଡ ପାଇଁ ଦବାଇବା ଫଳରେ ଏକ ଆକ୍ସେସିବିଲିଟୀ ଫିଚର ଆରମ୍ଭ ହେବ।\n\n ବର୍ତ୍ତମାନର ଆକ୍ସେସିବିଲିଟୀ ଫିଚର:\n %1$s\n\n ଆପଣ ସେଟିଂସ > ଆକ୍ସେସିବିଲିଟୀରେ ଫିଚରକୁ ପରିବର୍ତ୍ତନ କରିପାରିବେ।"
"ବ୍ୟାକ୍ ଓ ଡାଉନ୍ ବଟନକୁ ଧରି ରଖନ୍ତୁ। %1$s ଚାଲୁ କରାଯାଇଛି।"
"ବ୍ୟାକ୍ ଓ ଡାଉନ୍ ବଟନକୁ ଧରି ରଖନ୍ତୁ। %1$s ବନ୍ଦ କରାଯାଇଛି।"
"%1$s ବ୍ୟବହାର କରିବାକୁ ଆପଣ ତିନି ସେକେଣ୍ଡ ପାଇଁ ଉଭୟ ବ୍ୟାକ୍ ଓ ଡାଉନ୍ ବଟନକୁ ଧରି ରଖିଛନ୍ତି। ବର୍ତ୍ତମାନ %1$sକୁ ସକ୍ଷମ କରିବା ପାଇଁ, ପୁଣି ତିନି ସେକେଣ୍ଡ ପାଇଁ ବ୍ୟାକ୍ ଓ ଡାଉନ୍ ବଟନକୁ ଧରି ରଖନ୍ତୁ। %1$sକୁ ସକ୍ଷମ କିମ୍ବା ଅକ୍ଷମ କରିବା ପାଇଁ ଯେ କୌଣସି ସମୟରେ ଏହି ସର୍ଟକଟ୍ ବ୍ୟବହାର କରନ୍ତୁ।"
"%1$s ବ୍ୟବହାର କରିବାକୁ ଆପଣ ତିନି ସେକେଣ୍ଡ ପାଇଁ ଉଭୟ ବ୍ୟାକ୍ ଓ ଡାଉନ୍ ବଟନକୁ ଧରି ରଖିଛନ୍ତି।\n\n ବର୍ତ୍ତମାନ %1$sକୁ ସକ୍ଷମ କରିବା ପାଇଁ, ପୁଣି ତିନି ସେକେଣ୍ଡ ପାଇଁ ବ୍ୟାକ୍ ଓ ଡାଉନ୍ ବଟନକୁ ଧରି ରଖନ୍ତୁ।\n %1$sକୁ ସକ୍ଷମ କିମ୍ବା ଅକ୍ଷମ କରିବା ପାଇଁ ଯେ କୌଣସି ସମୟରେ ଏହି ସର୍ଟକଟକୁ ବ୍ୟବହାର କରନ୍ତୁ।\n\n ଆପଣ ସେଟିଂସ୍ > ସିଷ୍ଟମ୍ > ଆକ୍ସେସିବିଲିଟୀରେ ଆପଣଙ୍କ ପସନ୍ଦଗୁଡ଼ିକୁ ଆଡଜଷ୍ଟ କରିପାରିବେ।"
"ବର୍ତ୍ତମାନ ନୁହେଁ"
"ବର୍ତ୍ତମାନ ଚାଲୁ କରନ୍ତୁ"