"ଆପଣଙ୍କ ଫୋନ୍ %1$sଠାରୁ ବିଚ୍ଛିନ୍ନ ହେବ।"
"%1$sଠାରୁ ଆପଣଙ୍କ ଟାବ୍ଲେଟ୍ ବିଚ୍ଛିନ୍ନ ହେବ।"
"ଆପଣଙ୍କ ଡିଭାଇସ୍ %1$sରୁ ବିଚ୍ଛିନ୍ନ ହେବ।"
"ଫୋନ୍ର ବ୍ଲୁଟୂଥ୍ ଠିକଣା ହେଉଛି: %1$s"
"ଟାବ୍ଲେଟ୍ର ବ୍ଲୁଟୂଥ୍ ଠିକଣା ହେଉଛି: %1$s"
"ଡିଭାଇସର ବ୍ଲୁଟୁଥ ଠିକଣା ହେଉଛି: %1$s"
"%2$d ସେକେଣ୍ଡ ପାଇଁ %1$s ଆପଣଙ୍କ ଟାବ୍ଲେଟ୍କୁ ଅନ୍ୟ ବ୍ଲୁଟୂଥ୍ ଡିଭାଇସ୍ଗୁଡ଼ିକୁ ଦେଖାଇବାକୁ ଚାହୁଁଛି।"
"%2$d ସେକେଣ୍ଡ ପାଇଁ %1$s ଆପଣଙ୍କ ଫୋନ୍କୁ ଅନ୍ୟ ବ୍ଲୁଟୂଥ୍ ଡିଭାଇସ୍ଗୁଡ଼ିକୁ ଦେଖାଇବାକୁ ଚାହୁଁଛି।"
"କିଛି %1$d ସେକେଣ୍ଡ ପାଇଁ ଗୋଟିଏ ଆପ୍ ଆପଣଙ୍କ ଟାବ୍ଲେଟ୍କୁ ଅନ୍ୟ ବ୍ଲୁଟୂଥ୍ ଡିଭାଇସ୍ଗୁଡ଼ିକୁ ଦେଖାଇବାକୁ ଚାହୁଁଛି।"
"ଗୋଟିଏ ଆପ୍ ଆପଣଙ୍କ ଫୋନ୍କୁ ଅନ୍ୟ ବ୍ଲୁଟୂଥ୍ ଡିଭାଇସ୍ଗୁଡ଼ିକୁ %1$d ସେକେଣ୍ଡ ପାଇଁ ଦେଖାଇବାକୁ ଚାହୁଁଛି।"
"%1$s ଆପଣଙ୍କ ଟାବଲେଟକୁ ଅନ୍ୟ ବ୍ଲୁଟୂଥ୍ ଡିଭାଇସଗୁଡ଼ିକୁ ଦେଖାଇବାକୁ ଚାହୁଁଛି। ଆପଣ ଏହାକୁ ପରେ ବ୍ଲୁଟୂଥ୍ ସେଟିଂସରେ ବଦଳାଇପାରିବେ।"
"%1$s ଆପଣଙ୍କ ଫୋନକୁ ଅନ୍ୟ ବ୍ଲୁଟୂଥ୍ ଡିଭାଇସଗୁଡ଼ିକରେ ଦୃଶ୍ୟମାନ କରାଇବାକୁ ଚାହେଁ। ଆପଣ ଏହାକୁ ପରେ ବ୍ଲୁଟୂଥ୍ ସେଟିଂସରେ ବଦଳାଇପାରିବେ।"
"ଗୋଟିଏ ଆପ ଅନ୍ୟ ବ୍ଲୁଟୂଥ୍ ଡିଭାଇସଗୁଡ଼ିକରେ ଆପଣଙ୍କ ଟାବଲେଟ ଦୃଶ୍ୟମାନ କରିବାକୁ ଚାହେଁ। ଆପଣ ଏହାକୁ ପରେ ବ୍ଲୁଟୂଥ୍ ସେଟିଂସରେ ବଦାଳାଇପାରିବେ।"
"ଏକ ଆପ ଆପଣଙ୍କ ଫୋନକୁ ଅନ୍ୟ ବ୍ଲୁଟୂଥ୍ ଡିଭାଇସଗୁଡ଼ିକୁ ଦେଖାଇବାକୁ ଚାହେଁ। ଆପଣ ଏହାକୁ ପରେ ବ୍ଲୁଟୂଥ୍ ସେଟିଂସରେ ପରିବର୍ତ୍ତନ କରିପାରିବେ।"
"%1$s ବ୍ଲୁଟୂଥ୍ ଅନ୍ କରିବାକୁ ଏବଂ ଆପଣଙ୍କ ଟାବ୍ଲେଟ୍କୁ %2$d ସେକେଣ୍ଡ ପାଇଁ ଅନ୍ୟ ଡିଭାଇସ୍ଗୁଡ଼ିକୁ ଦେଖାଇବାକୁ ଚାହେଁ।"
"%1$s ଆପଣଙ୍କର ବ୍ଲୁଟୂଥ୍ ଅନ୍ କରି %2$d ସେକେଣ୍ଡ ପାଇଁ ଆପଣଙ୍କ ଫୋନ୍କୁ, ଅନ୍ୟ ଡିଭାଇସ୍ଗୁଡ଼ିକୁ ଦେଖାଇବାକୁ ଚାହୁଁଛି।"
"ଏକ ଆପ୍ ବ୍ଲୁଟୂଥ୍ ଅନ୍ କରିବାକୁ ଏବଂ ଆପଣଙ୍କ ଟାବଲେଟ୍ ଅନ୍ୟ ଡିଭାଇସ୍ଗୁଡିକୁ %1$d ସେକେଣ୍ଡ ପାଇଁ ଦୃଶ୍ୟମାନ କରାଇବାକୁ ଚାହେଁ।"
"ଏକ ଆପ୍ ବ୍ଲୁଟୂଥ୍ ଚାଲୁ କରି ଆପଣଙ୍କ ଫୋନ୍ ଅନ୍ୟ ଡିଭାଇସ୍ଗୁଡ଼ିକୁ %1$d ସେକେଣ୍ଡ ପାଇଁ ଦୃଶ୍ୟମାନ କରାଇବାକୁ ଚାହେଁ।"
"%1$s ବ୍ଲୁଟୂଥ୍କୁ ଚାଲୁ କରି ଅନ୍ୟ ଡିଭାଇସଗୁଡ଼ିକୁ ଆପଣଙ୍କ ଟାବଲେଟ ଦେଖାଇବାକୁ ଚାହୁଁଛି। ଆପଣ ଏହାକୁ ପରେ ବ୍ଲୁଟୂଥ୍ ସେଟିଂସରେ ବଦଳାଇପାରିବେ।"
"%1$s ବ୍ଲୁଟୂଥ୍ ଚାଲୁ କରିବାକୁ ଏବଂ ଆପଣଙ୍କ ଫୋନକୁ ଅନ୍ୟ ଡିଭାଇସଗୁଡ଼ିକୁ ଦେଖାଇବାକୁ ଚାହୁଁଛି। ଏହାକୁ ଆପଣ ପରେ ବ୍ଲୁଟୂଥ୍ ସେଟିଂସରେ ବଦଳାଇପାରିବେ।"
"ଗୋଟିଏ ଆପ, ବ୍ଲୁଟୂଥ୍ ଚାଲୁ କରି ଆପଣଙ୍କ ଟାବଲେଟକୁ, ଅନ୍ୟ ଡିଭାଇସଗୁଡ଼ିକୁ ଦେଖାଇବାକୁ ଚାହୁଁଛି। ଏହାକୁ ଆପଣ ପରେ ବ୍ଲୁଟୂଥ୍ ସେଟିଂସରେ ବଦଳାଇପାରିବେ।"
"ଗୋଟିଏ ଆପ ବ୍ଲୁଟୂଥ୍ ଚାଲୁ କରି ଆପଣଙ୍କ ଫୋନକୁ ଅନ୍ୟ ଡିଭାଇସଗୁଡ଼ିକୁ ଦେଖାଇବାକୁ ଚାହୁଁଛି। ଏହାକୁ ଆପଣ ପରେ ବ୍ଲୁଟୂଥ୍ ସେଟିଂସରେ ବଦଳାଇପାରିବେ।"
"ଫୋନ୍ଟି ଏନ୍କ୍ରିପ୍ଟ ହୋଇଛି"
"ଫୋନକୁ ଏନକ୍ରିପ୍ଟ କରାଯାଇନାହିଁ"
"ଡିଭାଇସ୍ଟି ଏନ୍କ୍ରିପ୍ଟ ହୋଇଛି"
"ଡିଭାଇସକୁ ଏନକ୍ରିପ୍ଟ କରାଯାଇନାହିଁ"
"ନିଜର ଫୋନ୍ ଅନଲକ୍ କରିବା ପାଇଁ ନିଜର ଫେସ୍ ବ୍ୟବହାର କରନ୍ତୁ, କିଣାକିଣିକଗୁଡ଼ିକୁ ସ୍ୱୀକୃତି ଦିଅନ୍ତୁ, କିମ୍ବା ଆପ୍ଗୁଡ଼ିକରେ ସାଇନ୍ ଇନ୍ କରନ୍ତୁ।"
"ଆପଣଙ୍କ ଟାବଲେଟକୁ ଅନଲକ କରିବା, କ୍ରୟଗୁଡ଼ିକୁ ଅନୁମୋଦନ ଦେବା କିମ୍ବା ଆପ୍ସରେ ସାଇନ ଇନ କରିବା ପାଇଁ ଆପଣଙ୍କ ଫେସ ବ୍ୟବହାର କରନ୍ତୁ।"
"ଆପଣଙ୍କ ଡିଭାଇସକୁ ଅନଲକ କରିବା, କ୍ରୟଗୁଡ଼ିକୁ ଅନୁମୋଦନ ଦେବା କିମ୍ବା ଆପ୍ସରେ ସାଇନ ଇନ କରିବା ପାଇଁ ଆପଣଙ୍କ ଫେସ ବ୍ୟବହାର କରନ୍ତୁ।"
"ଆପଣ ଆପ୍ସରେ ସାଇନ ଇନ କରିବା କିମ୍ବା କୌଣସି କ୍ରୟକୁ ଅନୁମୋଦନ ଦେବା ବେଳେ, ଆପଣଙ୍କ ଫୋନକୁ ଅନଲକ କରିବା କିମ୍ବା ଆପ୍ସରେ ପ୍ରମାଣୀକରଣ ପାଇଁ ଆପଣଙ୍କ ଫେସ ବ୍ୟବହାର କରନ୍ତୁ।"
"ଆପଣ ଆପ୍ସରେ ସାଇନ ଇନ କରିବା କିମ୍ବା ଏକ କ୍ରୟକୁ ଅନୁମୋଦନ ଦେବା ପରି କାର୍ଯ୍ୟ କରିବା ସମୟରେ, ଆପଣଙ୍କ ଟାବଲେଟକୁ ଅନଲକ କରିବା କିମ୍ବା ଆପ୍ସରେ ପ୍ରମାଣୀକରଣ ପାଇଁ ଆପଣଙ୍କ ଫେସ ବ୍ୟବହାର କରନ୍ତୁ।"
"ଆପଣ ଆପ୍ସରେ ସାଇନ ଇନ କରିବା କିମ୍ବା ଏକ କ୍ରୟକୁ ଅନୁମୋଦନ ଦେବା ପରି କାର୍ଯ୍ୟ କରିବା ସମୟରେ, ଆପଣଙ୍କ ଡିଭାଇସକୁ ଅନଲକ କରିବା କିମ୍ବା ଆପ୍ସରେ ପ୍ରମାଣୀକରଣ ପାଇଁ ଆପଣଙ୍କ ଫେସ ବ୍ୟବହାର କରନ୍ତୁ।"
"ଆପଣଙ୍କ ପିଲାକୁ ତା\'ର ଫୋନ ଅନଲକ କରିବା ପାଇଁ ତା\'ର ଫେସ ବ୍ୟବହାର କରିବାକୁ ଅନୁମତି ଦିଅନ୍ତୁ"
"ଆପଣଙ୍କ ପିଲାକୁ ତା\'ର ଟାବଲେଟ ଅନଲକ କରିବା ପାଇଁ ତା\'ର ଫେସ ବ୍ୟବହାର କରିବାକୁ ଅନୁମତି ଦିଅନ୍ତୁ"
"ଆପଣଙ୍କ ପିଲାକୁ ତା\'ର ଡିଭାଇସ ଅନଲକ କରିବା ପାଇଁ ତା\'ର ଫେସ ବ୍ୟବହାର କରିବାକୁ ଅନୁମତି ଦିଅନ୍ତୁ"
"ଆପଣଙ୍କ ପିଲାକୁ ତା\'ର ଫୋନକୁ ଅନଲକ କରିବା କିମ୍ବା ଏହା ସେ ଅଟେ ବୋଲି ଯାଞ୍ଚ କରିବା ପାଇଁ ତା\'ର ଫେସ ବ୍ୟବହାର କରିବାକୁ ଅନୁମତି ଦିଅନ୍ତୁ। ସେ ଆପ୍ସରେ ସାଇନ ଇନ କରିବା, ଏକ କ୍ରୟକୁ ଅନୁମୋଦନ ଦେବା ଏବଂ ଆହୁରି ଅନେକ କିଛି କରିବା ସମୟରେ ଏହା ଆବଶ୍ୟକ ହୋଇଥାଏ।"
"ଆପଣଙ୍କ ପିଲାକୁ ତା\'ର ଟାବଲେଟକୁ ଅନଲକ କରିବା କିମ୍ବା ଏହା ସେ ଅଟେ ବୋଲି ଯାଞ୍ଚ କରିବା ପାଇଁ ତା\'ର ଫେସ ବ୍ୟବହାର କରିବାକୁ ଅନୁମତି ଦିଅନ୍ତୁ। ସେ ଆପ୍ସରେ ସାଇନ ଇନ କରିବା, ଏକ କ୍ରୟକୁ ଅନୁମୋଦନ ଦେବା ଏବଂ ଆହୁରି ଅନେକ କିଛି କରିବା ସମୟରେ ଏହା ଆବଶ୍ୟକ ହୋଇଥାଏ।"
"ଆପଣଙ୍କ ପିଲାକୁ ତା\'ର ଡିଭାଇସକୁ ଅନଲକ କରିବା କିମ୍ବା ଏହା ସେ ଅଟେ ବୋଲି ଯାଞ୍ଚ କରିବା ପାଇଁ ତା\'ର ଫେସ ବ୍ୟବହାର କରିବାକୁ ଅନୁମତି ଦିଅନ୍ତୁ। ସେ ଆପ୍ସରେ ସାଇନ ଇନ କରିବା, ଏକ କ୍ରୟକୁ ଅନୁମୋଦନ ଦେବା ଏବଂ ଆହୁରି ଅନେକ କିଛି କରିବା ସମୟରେ ଏହା ଆବଶ୍ୟକ ହୋଇଥାଏ।"
"ଏକ ଦୃଢ଼ ପାଟର୍ନ କିମ୍ବା PIN ଅପେକ୍ଷା ଆପଣଙ୍କ ପିଲାର ଫେସ ବ୍ୟବହାର କରି ତା\'ର ଫୋନକୁ ଅନଲକ କରିବା କମ୍ ସୁରକ୍ଷିତ ହୋଇପାରେ।"
"ଏକ ଦୃଢ଼ ପାଟର୍ନ କିମ୍ବା PIN ଅପେକ୍ଷା ଆପଣଙ୍କ ପିଲାର ଫେସ ବ୍ୟବହାର କରି ତା\'ର ଟାବଲେଟକୁ ଅନଲକ କରିବା କମ୍ ସୁରକ୍ଷିତ ହୋଇପାରେ।"
"ଏକ ଜଟିଳ ପାଟର୍ନ କିମ୍ବା PIN ଅପେକ୍ଷା ଆପଣଙ୍କ ପିଲାର ଫେସ ବ୍ୟବହାର କରି ତା\'ର ଡିଭାଇସକୁ ଅନଲକ କରିବା କମ ସୁରକ୍ଷିତ ହୋଇପାରେ।"
"ଆପଣ ସାଇନ ଇନ କରିବା କିମ୍ବା ଏକ କ୍ରୟକୁ ଅନୁମୋଦନ ଦେବା ପରି କାର୍ଯ୍ୟ କରିବା ସମୟରେ, ଆପଣଙ୍କ ଫୋନକୁ ଅନଲକ କରିବା କିମ୍ବା ଆପ୍ସରେ ପ୍ରମାଣୀକରଣ ପାଇଁ ଆପଣଙ୍କ ଫେସ ବ୍ୟବହାର କରନ୍ତୁ।\n\nମନେ ରଖନ୍ତୁ:\nଆପଣ ଥରକେ କେବଳ ଗୋଟିଏ ଫେସ ସେଟ ଅପ କରିପାରିବେ। ଅନ୍ୟ ଏକ ଫେସ ଯୋଗ କରିବା ପାଇଁ, ବର୍ତ୍ତମାନର ଫେସକୁ ଡିଲିଟ କରନ୍ତୁ।\n\nଆପଣ ଅଜାଣତରେ ମଧ୍ୟ ଆପଣଙ୍କ ଫୋନକୁ ଦେଖିଲେ ଏହା ଅନଲକ ହୋଇପାରିବ।\n\nଅନ୍ୟ କେହି ଜଣେ ବ୍ୟକ୍ତି ଆପଣଙ୍କ ଫୋନକୁ ଆପଣଙ୍କର ଫେସ ସାମ୍ନାରେ ରଖି ଏହାକୁ ଅନଲକ କରିପାରିବେ।\n\nଆପଣଙ୍କ ପରି ଦେଖାଯାଉଥିବା କୌଣସି ବ୍ୟକ୍ତି ଯେପରି ଯାଆଁଳା ଭାଇ/ଭଉଣୀଙ୍କ ଦ୍ୱାରା ଆପଣଙ୍କ ଫୋନକୁ ଅନଲକ କରାଯାଇପାରିବ।"
"ଆପଣ ସାଇନ ଇନ କରିବା କିମ୍ବା ଏକ କ୍ରୟକୁ ଅନୁମୋଦନ ଦେବା ପରି କାର୍ଯ୍ୟ କରିବା ସମୟରେ, ଆପଣଙ୍କ ଟାବଲେଟକୁ ଅନଲକ କରିବା କିମ୍ବା ଆପ୍ସରେ ପ୍ରମାଣୀକରଣ ପାଇଁ ଆପଣଙ୍କ ଫେସ ବ୍ୟବହାର କରନ୍ତୁ।\n\nମନେ ରଖନ୍ତୁ:\nଆପଣ ଥରକେ କେବଳ ଗୋଟିଏ ଫେସ ସେଟ ଅପ କରିପାରିବେ। ଅନ୍ୟ ଏକ ଫେସ ଯୋଗ କରିବା ପାଇଁ, ବର୍ତ୍ତମାନର ଫେସକୁ ଡିଲିଟ କରନ୍ତୁ।\n\nଆପଣ ଅଜାଣତରେ ମଧ୍ୟ ଆପଣଙ୍କ ଟାବଲେଟକୁ ଦେଖିଲେ ଏହା ଅନଲକ ହୋଇପାରିବ।\n\nଅନ୍ୟ କେହି ଜଣେ ବ୍ୟକ୍ତି ଆପଣଙ୍କ ଟାବଲେଟକୁ ଆପଣଙ୍କର ଫେସ ସାମ୍ନାରେ ରଖି ଏହାକୁ ଅନଲକ କରିପାରିବେ।\n\nଆପଣଙ୍କ ପରି ଦେଖାଯାଉଥିବା କୌଣସି ବ୍ୟକ୍ତି ଯେପରି ଯାଆଁଳା ଭାଇ/ଭଉଣୀଙ୍କ ଦ୍ୱାରା ଆପଣଙ୍କ ଟାବଲେଟକୁ ଅନଲକ କରାଯାଇପାରିବ।"
"ଆପଣ ସାଇନ ଇନ କରିବା କିମ୍ବା ଏକ କ୍ରୟକୁ ଅନୁମୋଦନ ଦେବା ପରି କାର୍ଯ୍ୟ କରିବା ସମୟରେ, ଆପଣଙ୍କ ଡିଭାଇସକୁ ଅନଲକ କରିବା କିମ୍ବା ଆପ୍ସରେ ପ୍ରମାଣୀକରଣ ପାଇଁ ଆପଣଙ୍କ ଫେସ ବ୍ୟବହାର କରନ୍ତୁ।\n\nମନେ ରଖନ୍ତୁ:\nଆପଣ ଥରକେ କେବଳ ଗୋଟିଏ ଫେସ ସେଟ ଅପ କରିପାରିବେ। ଅନ୍ୟ ଏକ ଫେସ ଯୋଗ କରିବା ପାଇଁ, ବର୍ତ୍ତମାନର ଫେସକୁ ଡିଲିଟ କରନ୍ତୁ।\n\nଆପଣ ଅଜାଣତରେ ମଧ୍ୟ ଆପଣଙ୍କ ଡିଭାଇସକୁ ଦେଖିଲେ ଏହା ଅନଲକ ହୋଇପାରିବ।\n\nଅନ୍ୟ କେହି ଜଣେ ବ୍ୟକ୍ତି ଆପଣଙ୍କ ଡିଭାଇସକୁ ଆପଣଙ୍କର ଫେସ ସାମ୍ନାରେ ରଖି ଏହାକୁ ଅନଲକ କରିପାରିବେ।\n\nଆପଣଙ୍କ ପରି ଦେଖାଯାଉଥିବା କୌଣସି ବ୍ୟକ୍ତି ଯେପରି ଯାଆଁଳା ଭାଇ/ଭଉଣୀଙ୍କ ଦ୍ୱାରା ଆପଣଙ୍କ ଡିଭାଇସକୁ ଅନଲକ କରାଯାଇପାରିବ।"
"ଆପଣ ସାଇନ ଇନ କରିବା କିମ୍ବା ଏକ କ୍ରୟକୁ ଅନୁମୋଦନ ଦେବା ପରି କାର୍ଯ୍ୟ କରିବା ସମୟରେ, ଆପଣଙ୍କ ଫୋନକୁ ଅନଲକ କରିବା କିମ୍ବା ଆପ୍ସରେ ପ୍ରମାଣୀକରଣ ପାଇଁ ଆପଣଙ୍କ ଫେସ ବ୍ୟବହାର କରନ୍ତୁ।\n\nମନେ ରଖନ୍ତୁ:\nଆପଣ ଥରକେ କେବଳ ଗୋଟିଏ ଫେସ ସେଟ ଅପ କରିପାରିବେ। ଅନ୍ୟ ଏକ ଫେସ ଯୋଗ କରିବା ପାଇଁ, ବର୍ତ୍ତମାନର ଫେସକୁ ଡିଲିଟ କରନ୍ତୁ।\n\nଆପଣ ଅଜାଣତରେ ମଧ୍ୟ ଆପଣଙ୍କ ଫୋନକୁ ଦେଖିଲେ ଏହା ଅନଲକ ହୋଇପାରିବ।\n\nଆପଣଙ୍କ ଆଖି ବନ୍ଦ ଥିଲେ ମଧ୍ୟ ଅନ୍ୟ କେହି ଜଣେ ବ୍ୟକ୍ତି ଆପଣଙ୍କ ଫୋନକୁ ଆପଣଙ୍କର ଫେସ ସାମ୍ନାରେ ରଖି ଏହାକୁ ଅନଲକ କରିପାରିବେ।\n\nଆପଣଙ୍କ ପରି ଦେଖାଯାଉଥିବା କୌଣସି ବ୍ୟକ୍ତି ଯେପରି ଯାଆଁଳା ଭାଇ/ଭଉଣୀଙ୍କ ଦ୍ୱାରା ଆପଣଙ୍କ ଫୋନକୁ ଅନଲକ କରାଯାଇପାରିବ।"
"ଆପଣ ସାଇନ ଇନ କରିବା କିମ୍ବା ଏକ କ୍ରୟକୁ ଅନୁମୋଦନ ଦେବା ପରି କାର୍ଯ୍ୟ କରିବା ସମୟରେ, ଆପଣଙ୍କ ଟାବଲେଟକୁ ଅନଲକ କରିବା କିମ୍ବା ଆପ୍ସରେ ପ୍ରମାଣୀକରଣ ପାଇଁ ଆପଣଙ୍କ ଫେସ ବ୍ୟବହାର କରନ୍ତୁ।\n\nମନେ ରଖନ୍ତୁ:\nଆପଣ ଥରକେ କେବଳ ଗୋଟିଏ ଫେସ ସେଟ ଅପ କରିପାରିବେ। ଅନ୍ୟ ଏକ ଫେସ ଯୋଗ କରିବା ପାଇଁ, ବର୍ତ୍ତମାନର ଫେସକୁ ଡିଲିଟ କରନ୍ତୁ।\n\nଆପଣ ଅଜାଣତରେ ମଧ୍ୟ ଆପଣଙ୍କ ଟାବଲେଟକୁ ଦେଖିଲେ ଏହା ଅନଲକ ହୋଇପାରିବ।\n\nଆପଣଙ୍କ ଆଖି ବନ୍ଦ ଥିଲେ ମଧ୍ୟ ଅନ୍ୟ କେହି ଜଣେ ବ୍ୟକ୍ତି ଆପଣଙ୍କ ଟାବଲେଟକୁ ଆପଣଙ୍କର ଫେସ ସାମ୍ନାରେ ରଖି ଏହାକୁ ଅନଲକ କରିପାରିବେ।\n\nଆପଣଙ୍କ ପରି ଦେଖାଯାଉଥିବା କୌଣସି ବ୍ୟକ୍ତି ଯେପରି ଯାଆଁଳା ଭାଇ/ଭଉଣୀଙ୍କ ଦ୍ୱାରା ଆପଣଙ୍କ ଟାବଲେଟକୁ ଅନଲକ କରାଯାଇପାରିବ।"
"ଆପଣ ସାଇନ ଇନ କରିବା କିମ୍ବା ଏକ କ୍ରୟକୁ ଅନୁମୋଦନ ଦେବା ପରି କାର୍ଯ୍ୟ କରିବା ସମୟରେ, ଆପଣଙ୍କ ଡିଭାଇସକୁ ଅନଲକ କରିବା କିମ୍ବା ଆପ୍ସରେ ପ୍ରମାଣୀକରଣ ପାଇଁ ଆପଣଙ୍କ ଫେସ ବ୍ୟବହାର କରନ୍ତୁ।\n\nମନେ ରଖନ୍ତୁ:\nଆପଣ ଥରକେ କେବଳ ଗୋଟିଏ ଫେସ ସେଟ ଅପ କରିପାରିବେ। ଅନ୍ୟ ଏକ ଫେସ ଯୋଗ କରିବା ପାଇଁ, ବର୍ତ୍ତମାନର ଫେସକୁ ଡିଲିଟ କରନ୍ତୁ।\n\nଆପଣ ଅଜାଣତରେ ମଧ୍ୟ ଆପଣଙ୍କ ଡିଭାଇସକୁ ଦେଖିଲେ ଏହା ଅନଲକ ହୋଇପାରିବ।\n\nଆପଣଙ୍କ ଆଖି ବନ୍ଦ ଥିଲେ ମଧ୍ୟ ଅନ୍ୟ କେହି ଜଣେ ବ୍ୟକ୍ତି ଆପଣଙ୍କ ଡିଭାଇସକୁ ଆପଣଙ୍କର ଫେସ ସାମ୍ନାରେ ରଖି ଏହାକୁ ଅନଲକ କରିପାରିବେ।\n\nଆପଣଙ୍କ ପରି ଦେଖାଯାଉଥିବା କୌଣସି ବ୍ୟକ୍ତି ଯେପରି ଯାଆଁଳା ଭାଇ/ଭଉଣୀଙ୍କ ଦ୍ୱାରା ଆପଣଙ୍କ ଡିଭାଇସକୁ ଅନଲକ କରାଯାଇପାରିବ।"
"ଆପଣ ଆପ୍ସରେ ସାଇନ ଇନ କରିବା କିମ୍ବା ଏକ କ୍ରୟକୁ ଅନୁମୋଦନ ଦେବା ପରି କାର୍ଯ୍ୟ କରିବା ସମୟରେ, ଆପଣଙ୍କ ଫୋନକୁ ଅନଲକ କରିବା କିମ୍ବା ଏହା ଆପଣ ବୋଲି ଯାଞ୍ଚ କରିବା ପାଇଁ ଆପଣଙ୍କ ଫେସ ବ୍ୟବହାର କରନ୍ତୁ।\n\nମନେ ରଖନ୍ତୁ:\nଆପଣ ଥରକେ କେବଳ ଗୋଟିଏ ଫେସ ସେଟ ଅପ କରିପାରିବେ। ଅନ୍ୟ ଏକ ଫେସ ଯୋଗ କରିବା ପାଇଁ, ବର୍ତ୍ତମାନର ଫେସକୁ ଡିଲିଟ କରନ୍ତୁ।\n\nଆପଣ ଅଜାଣତରେ ମଧ୍ୟ ଆପଣଙ୍କ ଫୋନକୁ ଦେଖିଲେ ଏହା ଅନଲକ ହୋଇପାରିବ।\n\nଅନ୍ୟ କେହି ଜଣେ ବ୍ୟକ୍ତି ଆପଣଙ୍କ ଫୋନକୁ ଆପଣଙ୍କର ଫେସ ସାମ୍ନାରେ ରଖି ଏହାକୁ ଅନଲକ କରିପାରିବେ।\n\nଆପଣଙ୍କ ପରି ଦେଖାଯାଉଥିବା କୌଣସି ବ୍ୟକ୍ତି ଯେପରି ଯାଆଁଳା ଭାଇ/ଭଉଣୀଙ୍କ ଦ୍ୱାରା ଆପଣଙ୍କ ଫୋନକୁ ଅନଲକ କରାଯାଇପାରିବ।"
"ଆପଣ ଆପ୍ସରେ ସାଇନ ଇନ କରିବା କିମ୍ବା ଏକ କ୍ରୟକୁ ଅନୁମୋଦନ ଦେବା ପରି କାର୍ଯ୍ୟ କରିବା ସମୟରେ, ଆପଣଙ୍କ ଟାବଲେଟକୁ ଅନଲକ କରିବା କିମ୍ବା ଏହା ଆପଣ ବୋଲି ଯାଞ୍ଚ କରିବା ପାଇଁ ଆପଣଙ୍କ ଫେସ ବ୍ୟବହାର କରନ୍ତୁ।\n\nମନେ ରଖନ୍ତୁ:\nଆପଣ ଥରକେ କେବଳ ଗୋଟିଏ ଫେସ ସେଟ ଅପ କରିପାରିବେ। ଅନ୍ୟ ଏକ ଫେସ ଯୋଗ କରିବା ପାଇଁ, ବର୍ତ୍ତମାନର ଫେସକୁ ଡିଲିଟ କରନ୍ତୁ।\n\nଆପଣ ଅଜାଣତରେ ମଧ୍ୟ ଆପଣଙ୍କ ଟାବଲେଟକୁ ଦେଖିଲେ ଏହା ଅନଲକ ହୋଇପାରିବ।\n\nଅନ୍ୟ କେହି ଜଣେ ବ୍ୟକ୍ତି ଆପଣଙ୍କ ଟାବଲେଟକୁ ଆପଣଙ୍କର ଫେସ ସାମ୍ନାରେ ରଖି ଏହାକୁ ଅନଲକ କରିପାରିବେ।\n\nଆପଣଙ୍କ ପରି ଦେଖାଯାଉଥିବା କୌଣସି ବ୍ୟକ୍ତି ଯେପରି ଯାଆଁଳା ଭାଇ/ଭଉଣୀଙ୍କ ଦ୍ୱାରା ଆପଣଙ୍କ ଟାବଲେଟକୁ ଅନଲକ କରାଯାଇପାରିବ।"
"ଆପଣ ଆପ୍ସରେ ସାଇନ ଇନ କରିବା କିମ୍ବା ଏକ କ୍ରୟକୁ ଅନୁମୋଦନ ଦେବା ପରି କାର୍ଯ୍ୟ କରିବା ସମୟରେ, ଆପଣଙ୍କ ଡିଭାଇସକୁ ଅନଲକ କରିବା କିମ୍ବା ଏହା ଆପଣ ବୋଲି ଯାଞ୍ଚ କରିବା ପାଇଁ ଆପଣଙ୍କ ଫେସ ବ୍ୟବହାର କରନ୍ତୁ।\n\nମନେ ରଖନ୍ତୁ:\nଆପଣ ଥରକେ କେବଳ ଗୋଟିଏ ଫେସ ସେଟ ଅପ କରିପାରିବେ। ଅନ୍ୟ ଏକ ଫେସ ଯୋଗ କରିବା ପାଇଁ, ବର୍ତ୍ତମାନର ଫେସକୁ ଡିଲିଟ କରନ୍ତୁ।\n\nଆପଣ ଅଜାଣତରେ ମଧ୍ୟ ଆପଣଙ୍କ ଡିଭାଇସକୁ ଦେଖିଲେ ଏହା ଅନଲକ ହୋଇପାରିବ।\n\nଅନ୍ୟ କେହି ଜଣେ ବ୍ୟକ୍ତି ଆପଣଙ୍କ ଡିଭାଇସକୁ ଆପଣଙ୍କର ଫେସ ସାମ୍ନାରେ ରଖି ଏହାକୁ ଅନଲକ କରିପାରିବେ।\n\nଆପଣଙ୍କ ପରି ଦେଖାଯାଉଥିବା କୌଣସି ବ୍ୟକ୍ତି ଯେପରି ଯାଆଁଳା ଭାଇ/ଭଉଣୀଙ୍କ ଦ୍ୱାରା ଆପଣଙ୍କ ଡିଭାଇସକୁ ଅନଲକ କରାଯାଇପାରିବ।"
"ଆପଣ ଆପ୍ସରେ ସାଇନ ଇନ କରିବା କିମ୍ବା ଏକ କ୍ରୟକୁ ଅନୁମୋଦନ ଦେବା ପରି କାର୍ଯ୍ୟ କରିବା ସମୟରେ, ଆପଣଙ୍କ ଫୋନକୁ ଅନଲକ କରିବା କିମ୍ବା ଏହା ଆପଣ ବୋଲି ଯାଞ୍ଚ କରିବା ପାଇଁ ଆପଣଙ୍କ ଫେସ ବ୍ୟବହାର କରନ୍ତୁ।\n\nମନେ ରଖନ୍ତୁ:\nଆପଣ ଥରକେ କେବଳ ଗୋଟିଏ ଫେସ ସେଟ ଅପ କରିପାରିବେ। ଅନ୍ୟ ଏକ ଫେସ ଯୋଗ କରିବା ପାଇଁ, ବର୍ତ୍ତମାନର ଫେସକୁ ଡିଲିଟ କରନ୍ତୁ।\n\nଆପଣ ଅଜାଣତରେ ମଧ୍ୟ ଆପଣଙ୍କ ଫୋନକୁ ଦେଖିଲେ ଏହା ଅନଲକ ହୋଇପାରିବ।\n\nଆପଣଙ୍କ ଆଖି ବନ୍ଦ ଥିଲେ ମଧ୍ୟ ଅନ୍ୟ କେହି ଜଣେ ବ୍ୟକ୍ତି ଆପଣଙ୍କ ଫୋନକୁ ଆପଣଙ୍କର ଫେସ ସାମ୍ନାରେ ରଖି ଏହାକୁ ଅନଲକ କରିପାରିବେ।\n\nଆପଣଙ୍କ ପରି ଦେଖାଯାଉଥିବା କୌଣସି ବ୍ୟକ୍ତି ଯେପରି ଯାଆଁଳା ଭାଇ/ଭଉଣୀଙ୍କ ଦ୍ୱାରା ଆପଣଙ୍କ ଫୋନକୁ ଅନଲକ କରାଯାଇପାରିବ।"
"ଆପଣ ଆପ୍ସରେ ସାଇନ ଇନ କରିବା କିମ୍ବା ଏକ କ୍ରୟକୁ ଅନୁମୋଦନ ଦେବା ପରି କାର୍ଯ୍ୟ କରିବା ସମୟରେ, ଆପଣଙ୍କ ଟାବଲେଟକୁ ଅନଲକ କରିବା କିମ୍ବା ଏହା ଆପଣ ବୋଲି ଯାଞ୍ଚ କରିବା ପାଇଁ ଆପଣଙ୍କ ଫେସ ବ୍ୟବହାର କରନ୍ତୁ।\n\nମନେ ରଖନ୍ତୁ:\nଆପଣ ଥରକେ କେବଳ ଗୋଟିଏ ଫେସ ସେଟ ଅପ କରିପାରିବେ। ଅନ୍ୟ ଏକ ଫେସ ଯୋଗ କରିବା ପାଇଁ, ବର୍ତ୍ତମାନର ଫେସକୁ ଡିଲିଟ କରନ୍ତୁ।\n\nଆପଣ ଅଜାଣତରେ ମଧ୍ୟ ଆପଣଙ୍କ ଟାବଲେଟକୁ ଦେଖିଲେ ଏହା ଅନଲକ ହୋଇପାରିବ।\n\nଆପଣଙ୍କ ଆଖି ବନ୍ଦ ଥିଲେ ମଧ୍ୟ ଅନ୍ୟ କେହି ଜଣେ ବ୍ୟକ୍ତି ଆପଣଙ୍କ ଟାବଲେଟକୁ ଆପଣଙ୍କର ଫେସ ସାମ୍ନାରେ ରଖି ଏହାକୁ ଅନଲକ କରିପାରିବେ।\n\nଆପଣଙ୍କ ପରି ଦେଖାଯାଉଥିବା କୌଣସି ବ୍ୟକ୍ତି ଯେପରି ଯାଆଁଳା ଭାଇ/ଭଉଣୀଙ୍କ ଦ୍ୱାରା ଆପଣଙ୍କ ଟାବଲେଟକୁ ଅନଲକ କରାଯାଇପାରିବ।"
"ଆପଣ ଆପ୍ସରେ ସାଇନ ଇନ କରିବା କିମ୍ବା ଏକ କ୍ରୟକୁ ଅନୁମୋଦନ ଦେବା ପରି କାର୍ଯ୍ୟ କରିବା ସମୟରେ, ଆପଣଙ୍କ ଡିଭାଇସକୁ ଅନଲକ କରିବା କିମ୍ବା ଏହା ଆପଣ ବୋଲି ଯାଞ୍ଚ କରିବା ପାଇଁ ଆପଣଙ୍କ ଫେସ ବ୍ୟବହାର କରନ୍ତୁ।\n\nମନେ ରଖନ୍ତୁ:\nଆପଣ ଥରକେ କେବଳ ଗୋଟିଏ ଫେସ ସେଟ ଅପ କରିପାରିବେ। ଅନ୍ୟ ଏକ ଫେସ ଯୋଗ କରିବା ପାଇଁ, ବର୍ତ୍ତମାନର ଫେସକୁ ଡିଲିଟ କରନ୍ତୁ।\n\nଆପଣ ଅଜାଣତରେ ମଧ୍ୟ ଆପଣଙ୍କ ଡିଭାଇସକୁ ଦେଖିଲେ ଏହା ଅନଲକ ହୋଇପାରିବ।\n\nଆପଣଙ୍କ ଆଖି ବନ୍ଦ ଥିଲେ ମଧ୍ୟ ଅନ୍ୟ କେହି ଜଣେ ବ୍ୟକ୍ତି ଆପଣଙ୍କ ଡିଭାଇସକୁ ଆପଣଙ୍କର ଫେସ ସାମ୍ନାରେ ରଖି ଏହାକୁ ଅନଲକ କରିପାରିବେ।\n\nଆପଣଙ୍କ ପରି ଦେଖାଯାଉଥିବା କୌଣସି ବ୍ୟକ୍ତି ଯେପରି ଯାଆଁଳା ଭାଇ/ଭଉଣୀଙ୍କ ଦ୍ୱାରା ଆପଣଙ୍କ ଡିଭାଇସକୁ ଅନଲକ କରାଯାଇପାରିବ।"
"ଆପଣ ଆପ୍ସରେ ସାଇନ ଇନ କରିବା କିମ୍ବା କୌଣସି କ୍ରୟକୁ ଅନୁମୋଦନ ଦେବା ବେଳେ, ଆପଣଙ୍କ %s ଅନଲକ କରିବାକୁ କିମ୍ବା ଏହା ଆପଣ ବୋଲି ଯାଞ୍ଚ କରିବାକୁ ଆପଣଙ୍କର ଟିପଚିହ୍ନ ବ୍ୟବହାର କରନ୍ତୁ"
"ଆପଣଙ୍କ ପିଲାକୁ ତା\'ର ଫୋନକୁ ଅନଲକ୍ କରିବା କିମ୍ବା ଏହା ସେ ଅଟେ ବୋଲି ଯାଞ୍ଚ କରିବା ପାଇଁ ତା\'ର ଟିପଚିହ୍ନ ବ୍ୟବହାର କରିବାକୁ ଅନୁମତି ଦିଅନ୍ତୁ। ସେ ଆପଗୁଡ଼ିକରେ ସାଇନ୍ ଇନ୍ କରିବା, ଏକ କ୍ରୟକୁ ଅନୁମୋଦନ ଦେବା ଏବଂ ଆହୁରି ଅନେକ କିଛି କାର୍ଯ୍ୟ କରିବା ସମୟରେ ଏହା ଆବଶ୍ୟକ ହୋଇଥାଏ।"
"ଆପଣଙ୍କ ପିଲାକୁ ତା\'ର ଟାବଲେଟକୁ ଅନଲକ କରିବା କିମ୍ବା ଏହା ସେ ଅଟେ ବୋଲି ଯାଞ୍ଚ କରିବା ପାଇଁ ତା\'ର ଟିପଚିହ୍ନ ବ୍ୟବହାର କରିବାକୁ ଅନୁମତି ଦିଅନ୍ତୁ। ସେ ଆପ୍ସରେ ସାଇନ ଇନ କରିବା, ଏକ କ୍ରୟକୁ ଅନୁମୋଦନ ଦେବା ଏବଂ ଆହୁରି ଅନେକ କିଛି କରିବା ସମୟରେ ଏହା ଆବଶ୍ୟକ ହୋଇଥାଏ।"
"ଆପଣଙ୍କ ପିଲାକୁ ତା\'ର ଡିଭାଇସକୁ ଅନଲକ କରିବା କିମ୍ବା ଏହା ସେ ଅଟେ ବୋଲି ଯାଞ୍ଚ କରିବା ପାଇଁ ତା\'ର ଟିପଚିହ୍ନ ବ୍ୟବହାର କରିବାକୁ ଅନୁମତି ଦିଅନ୍ତୁ। ସେ ଆପ୍ସରେ ସାଇନ ଇନ କରିବା, ଏକ କ୍ରୟକୁ ଅନୁମୋଦନ ଦେବା ଏବଂ ଆହୁରି ଅନେକ କିଛି କରିବା ସମୟରେ ଏହା ଆବଶ୍ୟକ ହୋଇଥାଏ।"
"ଆପଣଙ୍କ ଫୋନକୁ ଅନଲକ୍ କରିବା ପାଇଁ ଏକ ଦୃଢ଼ ପାଟର୍ନ କିମ୍ବା PIN ଅପେକ୍ଷା ଟିପଚିହ୍ନ ବ୍ୟବହାର କରିବା କମ୍ ସୁରକ୍ଷିତ ହୋଇପାରେ"
"ଆପଣଙ୍କ ଟାବଲେଟକୁ ଅନଲକ କରିବା ପାଇଁ ଏକ ଜଟିଳ ପାଟର୍ନ କିମ୍ବା PIN ଅପେକ୍ଷା ଟିପଚିହ୍ନ ବ୍ୟବହାର କରିବା କମ୍ ସୁରକ୍ଷିତ ହୋଇପାରେ"
"ଆପଣଙ୍କ ଡିଭାଇସକୁ ଅନଲକ କରିବା ପାଇଁ ଏକ ଜଟିଳ ପାଟର୍ନ କିମ୍ବା PIN ଅପେକ୍ଷା ଟିପଚିହ୍ନ ବ୍ୟବହାର କରିବା କମ୍ ସୁରକ୍ଷିତ ହୋଇପାରେ"
"ଆପଣ Pixel Imprint ବ୍ୟବହାର କରିବା ସମୟରେ, ଆପଣଙ୍କ ଟିପଚିହ୍ନ ମଡେଲକୁ ଅପଡେଟ୍ କରିବା ପାଇଁ ଛବିଗୁଡ଼ିକୁ ବ୍ୟବହାର କରାଯାଏ। ଆପଣଙ୍କ ଟିପଚିହ୍ନ ମଡେଲ୍ ତିଆରି କରିବା ପାଇଁ ବ୍ୟବହୃତ ଛବିଗୁଡ଼ିକୁ କେବେ ବି ଷ୍ଟୋର୍ କରାଯାଏ ନାହିଁ, କିନ୍ତୁ ଟିପଚିହ୍ନ ମଡେଲ୍ ଆପଣଙ୍କ ଫୋନରେ ସୁରକ୍ଷିତ ଭାବେ ଷ୍ଟୋର୍ କରାଯାଇଥାଏ ଏବଂ କେବେ ବି ଫୋନରୁ କାଢ଼ି ଦିଆଯାଏ ନାହିଁ। ସମସ୍ତ ପ୍ରକ୍ରିୟାକରଣ ସୁରକ୍ଷିତ ଭାବେ ଆପଣଙ୍କ ଫୋନରେ କରାଯାଇଥାଏ।"
"ଆପଣ Pixel ଇମପ୍ରିଣ୍ଟ ବ୍ୟବହାର କରିବା ସମୟରେ, ଆପଣଙ୍କ ଟିପଚିହ୍ନ ମଡେଲକୁ ଅପଡେଟ କରିବା ପାଇଁ ଇମେଜଗୁଡ଼ିକୁ ବ୍ୟବହାର କରାଯାଏ। ଆପଣଙ୍କ ଟିପଚିହ୍ନ ମଡେଲ ତିଆରି କରିବା ପାଇଁ ବ୍ୟବହୃତ ଇମେଜଗୁଡ଼ିକୁ କେବେ ବି ଷ୍ଟୋର କରାଯାଏ ନାହିଁ, କିନ୍ତୁ ଟିପଚିହ୍ନ ମଡେଲ ଆପଣଙ୍କ ଟାବଲେଟରେ ସୁରକ୍ଷିତ ଭାବେ ଷ୍ଟୋର କରାଯାଇଥାଏ ଏବଂ ଏହାକୁ କେବେ ବି ଟାବଲେଟରୁ କାଢ଼ି ଦିଆଯାଏ ନାହିଁ। ସମସ୍ତ ପ୍ରକ୍ରିୟାକରଣ ସୁରକ୍ଷିତ ଭାବେ ଆପଣଙ୍କ ଟାବଲେଟରେ କରାଯାଇଥାଏ।"
"ଆପଣ Pixel Imprint ବ୍ୟବହାର କରିବା ସମୟରେ, ଆପଣଙ୍କ ଟିପଚିହ୍ନ ମଡେଲକୁ ଅପଡେଟ କରିବା ପାଇଁ ଇମେଜଗୁଡ଼ିକୁ ବ୍ୟବହାର କରାଯାଏ। ଆପଣଙ୍କ ଟିପଚିହ୍ନ ମଡେଲ ତିଆରି କରିବା ପାଇଁ ବ୍ୟବହୃତ ଇମେଜଗୁଡ଼ିକୁ କେବେ ବି ଷ୍ଟୋର କରାଯାଏ ନାହିଁ, କିନ୍ତୁ ଟିପଚିହ୍ନ ମଡେଲ ଆପଣଙ୍କ ଡିଭାଇସରେ ସୁରକ୍ଷିତ ଭାବେ ଷ୍ଟୋର କରାଯାଇଥାଏ ଏବଂ ଏହାକୁ କେବେ ବି ଡିଭାଇସରୁ କାଢ଼ି ଦିଆଯାଏ ନାହିଁ। ସମସ୍ତ ପ୍ରକ୍ରିୟାକରଣ ସୁରକ୍ଷିତ ଭାବେ ଆପଣଙ୍କ ଡିଭାଇସରେ କରାଯାଇଥାଏ।"
"ସେ Pixel Imprint ବ୍ୟବହାର କରିବା ସମୟରେ, ତା\'ର ଟିପଚିହ୍ନ ମଡେଲକୁ ଅପଡେଟ୍ କରିବା ପାଇଁ ଛବିଗୁଡ଼ିକୁ ବ୍ୟବହାର କରାଯାଏ। ଆପଣଙ୍କ ପିଲାର ଟିପଚିହ୍ନ ମଡେଲ୍ ତିଆରି କରିବା ପାଇଁ ବ୍ୟବହୃତ ଛବିଗୁଡ଼ିକୁ କେବେ ବି ଷ୍ଟୋର୍ କରାଯାଏ ନାହିଁ, କିନ୍ତୁ ଟିପଚିହ୍ନ ମଡେଲକୁ ଫୋନରେ ସୁରକ୍ଷିତ ଭାବେ ଷ୍ଟୋର୍ କରାଯାଇଥାଏ ଏବଂ କେବେ ବି ଫୋନରୁ କାଢ଼ି ଦିଆଯାଏ ନାହିଁ। ସମସ୍ତ ପ୍ରକ୍ରିୟାକରଣ ସୁରକ୍ଷିତ ଭାବେ ଫୋନରେ କରାଯାଇଥାଏ।"
"ସେ Pixel ଇମପ୍ରିଣ୍ଟ ବ୍ୟବହାର କରିବା ସମୟରେ, ତା\'ର ଟିପଚିହ୍ନ ମଡେଲକୁ ଅପଡେଟ କରିବା ପାଇଁ ଇମେଜଗୁଡ଼ିକୁ ବ୍ୟବହାର କରାଯାଏ। ଆପଣଙ୍କ ପିଲାର ଟିପଚିହ୍ନ ମଡେଲ ତିଆରି କରିବା ପାଇଁ ବ୍ୟବହୃତ ଇମେଜଗୁଡ଼ିକୁ କେବେ ବି ଷ୍ଟୋର କରାଯାଏ ନାହିଁ, କିନ୍ତୁ ଟିପଚିହ୍ନ ମଡେଲକୁ ଟାବଲେଟରେ ସୁରକ୍ଷିତ ଭାବେ ଷ୍ଟୋର କରାଯାଇଥାଏ ଏବଂ ଏହାକୁ କେବେ ବି ଟାବଲେଟରୁ କାଢ଼ି ଦିଆଯାଏ ନାହିଁ। ସମସ୍ତ ପ୍ରକ୍ରିୟାକରଣ ସୁରକ୍ଷିତ ଭାବେ ଟାବଲେଟରେ କରାଯାଇଥାଏ।"
"ସେ Pixel Imprint ବ୍ୟବହାର କରିବା ସମୟରେ, ତା\'ର ଟିପଚିହ୍ନ ମଡେଲକୁ ଅପଡେଟ କରିବା ପାଇଁ ଇମେଜଗୁଡ଼ିକୁ ବ୍ୟବହାର କରାଯାଏ। ଆପଣଙ୍କ ପିଲାର ଟିପଚିହ୍ନ ମଡେଲ ତିଆରି କରିବା ପାଇଁ ବ୍ୟବହୃତ ଇମେଜଗୁଡ଼ିକୁ କେବେ ବି ଷ୍ଟୋର କରାଯାଏ ନାହିଁ, କିନ୍ତୁ ଟିପଚିହ୍ନ ମଡେଲକୁ ଡିଭାଇସରେ ସୁରକ୍ଷିତ ଭାବେ ଷ୍ଟୋର କରାଯାଇଥାଏ ଏବଂ ଏହାକୁ କେବେ ବି ଡିଭାଇସରୁ କାଢ଼ି ଦିଆଯାଏ ନାହିଁ। ସମସ୍ତ ପ୍ରକ୍ରିୟାକରଣ ସୁରକ୍ଷିତ ଭାବେ ଡିଭାଇସରେ କରାଯାଇଥାଏ।"
"ଆପଣ ଆପଣଙ୍କ ଟିପଚିହ୍ନର ଇମେଜ ଓ ମଡେଲଗୁଡ଼ିକୁ ଡିଲିଟ କରିପାରିବେ କିମ୍ବା ଯେ କୌଣସି ସମୟରେ ସେଟିଂସରେ ଫିଙ୍ଗରପ୍ରିଣ୍ଟ ଅନଲକକୁ ବନ୍ଦ କରିପାରିବେ। ଟିପଚିହ୍ନର ଇମେଜ ଓ ମଡେଲଗୁଡ଼ିକୁ ଆପଣ ଡିଲିଟ ନକରିବା ପର୍ଯ୍ୟନ୍ତ ସେଗୁଡ଼ିକ ଫୋନରେ ଷ୍ଟୋର ହୋଇ ରହିଥାଏ।"
"ଆପଣ ଆପଣଙ୍କ ଟିପଚିହ୍ନର ଇମେଜ ଓ ମଡେଲଗୁଡ଼ିକୁ ଡିଲିଟ କରିପାରିବେ କିମ୍ବା ଯେ କୌଣସି ସମୟରେ ସେଟିଂସରେ ଫିଙ୍ଗରପ୍ରିଣ୍ଟ ଅନଲକକୁ ବନ୍ଦ କରିପାରିବେ। ଟିପଚିହ୍ନର ଇମେଜ ଓ ମଡେଲଗୁଡ଼ିକୁ ଆପଣ ଡିଲିଟ ନକରିବା ପର୍ଯ୍ୟନ୍ତ ସେଗୁଡ଼ିକ ଟାବଲେଟରେ ଷ୍ଟୋର ହୋଇ ରହିଥାଏ।"
"ଆପଣ ଆପଣଙ୍କ ଟିପଚିହ୍ନର ଇମେଜ ଓ ମଡେଲଗୁଡ଼ିକୁ ଡିଲିଟ କରିପାରିବେ କିମ୍ବା ଯେ କୌଣସି ସମୟରେ ସେଟିଂସରେ ଫିଙ୍ଗରପ୍ରିଣ୍ଟ ଅନଲକକୁ ବନ୍ଦ କରିପାରିବେ। ଟିପଚିହ୍ନର ଇମେଜ ଓ ମଡେଲଗୁଡ଼ିକୁ ଆପଣ ଡିଲିଟ ନକରିବା ପର୍ଯ୍ୟନ୍ତ ସେଗୁଡ଼ିକ ଡିଭାଇସରେ ଷ୍ଟୋର ହୋଇ ରହିଥାଏ।"
"ଟିପଚିହ୍ନର ଛବି ଓ ମଡେଲକୁ ଆପଣ ଏବଂ ଆପଣଙ୍କ ପିଲା ଡିଲିଟ କରିପାରିବେ କିମ୍ବା ଯେ କୌଣସି ସମୟରେ ସେଟିଂସରେ ଫିଙ୍ଗରପ୍ରିଣ୍ଟ ଅନଲକ ବନ୍ଦ କରିପାରିବେ। ଟିପଚିହ୍ନ ଛବି ଏବଂ ମଡେଲଗୁଡ଼ିକୁ ଡିଲିଟ ନକରିବା ପର୍ଯ୍ୟନ୍ତ ସେଗୁଡ଼ିକ ଫୋନରେ ଷ୍ଟୋର ହୋଇ ରହିଥାଏ।"
"ଟିପଚିହ୍ନର ଇମେଜ ଓ ମଡେଲକୁ ଆପଣ ଏବଂ ଆପଣଙ୍କ ପିଲା ଡିଲିଟ କରିପାରିବେ କିମ୍ବା ଯେ କୌଣସି ସମୟରେ ସେଟିଂସରେ ଫିଙ୍ଗରପ୍ରିଣ୍ଟ ଅନଲକକୁ ବନ୍ଦ କରିପାରିବେ। ଟିପଚିହ୍ନର ଇମେଜ ଏବଂ ମଡେଲଗୁଡ଼ିକୁ ଡିଲିଟ କରାନଯିବା ପର୍ଯ୍ୟନ୍ତ ସେଗୁଡ଼ିକ ଟାବଲେଟରେ ଷ୍ଟୋର ହୋଇ ରହିଥାଏ।"
"ଟିପଚିହ୍ନର ଇମେଜ ଓ ମଡେଲକୁ ଆପଣ ଏବଂ ଆପଣଙ୍କ ପିଲା ଡିଲିଟ କରିପାରିବେ କିମ୍ବା ଯେ କୌଣସି ସମୟରେ ସେଟିଂସରେ ଫିଙ୍ଗରପ୍ରିଣ୍ଟ ଅନଲକକୁ ବନ୍ଦ କରିପାରିବେ। ଟିପଚିହ୍ନର ଇମେଜ ଏବଂ ମଡେଲଗୁଡ଼ିକୁ ଡିଲିଟ କରାନଯିବା ପର୍ଯ୍ୟନ୍ତ ସେଗୁଡ଼ିକ ଡିଭାଇସରେ ଷ୍ଟୋର ହୋଇ ରହିଥାଏ।"
"ଯଦି କେହି ଜଣେ ବ୍ୟକ୍ତି ଆପଣଙ୍କ ଫୋନକୁ ଆପଣଙ୍କ ଆଙ୍ଗୁଠିରେ ସ୍ପର୍ଶ କରାନ୍ତି, ତେବେ ଆପଣଙ୍କ ଅଜାଣତରେ ମଧ୍ୟ ଏହାକୁ ଅନଲକ କରାଯାଇପାରିବ।"
"ଯଦି କେହି ଜଣେ ବ୍ୟକ୍ତି ଆପଣଙ୍କ ଟାବଲେଟକୁ ଆପଣଙ୍କ ଆଙ୍ଗୁଠିରେ ସ୍ପର୍ଶ କରନ୍ତି, ତେବେ ଆପଣଙ୍କ ଅଜାଣତରେ ମଧ୍ୟ ଏହାକୁ ଅନଲକ କରାଯାଇପାରିବ।"
"ଯଦି କେହି ଜଣେ ବ୍ୟକ୍ତି ଆପଣଙ୍କ ଡିଭାଇସକୁ ଆପଣଙ୍କ ଆଙ୍ଗୁଠିରେ ସ୍ପର୍ଶ କରନ୍ତି, ତେବେ ଆପଣଙ୍କ ଅଜାଣତରେ ମଧ୍ୟ ଏହାକୁ ଅନଲକ କରାଯାଇପାରିବ।"
"ଯଦି କେହି ଜଣେ ବ୍ୟକ୍ତି ଆପଣଙ୍କ ପିଲାର ଫୋନକୁ ତା’ର ଆଙ୍ଗୁଠିରେ ସ୍ପର୍ଶ କରେ, ତେବେ ତା’ର ଅଜାଣତରେ ମଧ୍ୟ, ଏହାକୁ ଅନଲକ୍ କରାଯାଇପାରିବ।"
"ଯଦି କୌଣସି ବ୍ୟକ୍ତି ଆପଣଙ୍କ ପିଲାର ଟାବଲେଟକୁ ତା’ର ଆଙ୍ଗୁଠିରେ ସ୍ପର୍ଶ କରାନ୍ତି, ତେବେ ତା’ର ଅଜାଣତରେ ମଧ୍ୟ, ଏହାକୁ ଅନଲକ କରାଯାଇପାରିବ।"
"ଯଦି କୌଣସି ବ୍ୟକ୍ତି ଆପଣଙ୍କ ପିଲାର ଡିଭାଇସକୁ ତା’ର ଆଙ୍ଗୁଠିରେ ସ୍ପର୍ଶ କରାନ୍ତି, ତେବେ ତା’ର ଅଜାଣତରେ ମଧ୍ୟ, ଏହାକୁ ଅନଲକ କରାଯାଇପାରିବ।"
"ଆପଣଙ୍କ ଟାବଲେଟକୁ ଅନଲକ କରିବାକୁ କିମ୍ବା ଆପଣ ଆପ୍ସରେ ସାଇନ ଇନ କରିବା ପରି କାର୍ଯ୍ୟ କରିବା ସମୟରେ ଏହା ଆପଣ ବୋଲି ଯାଞ୍ଚ କରିବାକୁ ଆପଣଙ୍କ ଟିପଚିହ୍ନ ବ୍ୟବହାର କରନ୍ତୁ"
"ଆପଣଙ୍କ ଡିଭାଇସକୁ ଅନଲକ କରିବାକୁ କିମ୍ବା ଆପଣ ଆପ୍ସରେ ସାଇନ ଇନ କରିବା ପରି କାର୍ଯ୍ୟ କରିବା ସମୟରେ ଏହା ଆପଣ ବୋଲି ଯାଞ୍ଚ କରିବାକୁ ଆପଣଙ୍କ ଟିପଚିହ୍ନ ବ୍ୟବହାର କରନ୍ତୁ"
"ଆପଣଙ୍କ ଫୋନକୁ ଅନଲକ କରିବାକୁ କିମ୍ବା ଆପଣ ଆପ୍ସରେ ସାଇନ ଇନ କରିବା ପରି କାର୍ଯ୍ୟ କରିବା ସମୟରେ ଏହା ଆପଣ ବୋଲି ଯାଞ୍ଚ କରିବାକୁ ଆପଣଙ୍କ ଟିପଚିହ୍ନ ବ୍ୟବହାର କରନ୍ତୁ"
"ଟାବଲେଟଟି ତୁମ ବାପାମାଙ୍କୁ ଫେରାଇ ଦିଅ"
"ଡିଭାଇସଟି ତୁମ ବାପାମାଙ୍କୁ ଫେରାଇ ଦିଅ"
"ଫୋନଟି ତୁମ ବାପାମାଙ୍କୁ ଫେରାଇ ଦିଅ"
"ଡିଭାଇସ ସୁରକ୍ଷା ବୈଶିଷ୍ଟ୍ୟ ଚାଲୁ ହୋଇପାରିବ ନାହିଁ। ଏହି ଟାବ୍ଲେଟ୍ ଯଦି ଚୋରି ହୋଇଯାଏ, ହଜିଯାଏ କିମ୍ୱା ରିସେଟ୍ କରାଯାଏ, ତେବେ ଆପଣ ଏହାକୁ ବ୍ୟବହାର କରିବାରୁ ଅନ୍ୟମାନଙ୍କୁ ରୋକିପାରିବେ ନାହିଁ।"
"ଡିଭାଇସ୍ ସୁରକ୍ଷା ବୈଶିଷ୍ଟ୍ୟ ଅନ୍ ହେବନାହିଁ। ଏହି ଡିଭାଇସ୍ ହଜିଲେ କିମ୍ୱା ଚୋରି ହୋଇଗଲେ, ଅନ୍ୟମାନଙ୍କୁ ଏହାକୁ ବ୍ୟବହାର କରିବାରୁ ଆପଣ ରୋକିପାରିବେ ନାହିଁ।"
"ଡିଭାଇସ୍ ସୁରକ୍ଷା ବୈଶିଷ୍ଟ୍ୟ ଅନ୍ ହେବନାହିଁ। ଏହି ଫୋନ୍ ହଜିଗଲେ, ଚୋରି ହୋଇଗଲେ କିମ୍ବା ରିସେଟ୍ କରାଗଲେ ଏହାକୁ ବ୍ୟବହାର କରିବାରୁ ଆପଣ ଅନ୍ୟମାନଙ୍କୁ ରୋକିପାରିବେ ନାହିଁ।"
"ଡିଭାଇସ ସୁରକ୍ଷା ବୈଶିଷ୍ଟ୍ୟ ଅନ୍ ହୋଇପାରିବ ନାହିଁ। ଏହି ଟାବଲେଟ୍ ଯଦି ଚୋରି ହୋଇଯାଏ କିମ୍ୱା ହଜିଯାଏ, ତେବେ ଆପଣ ଏହାକୁ ବ୍ୟବହାର କରିବାରେ ଅନ୍ୟମାନଙ୍କୁ ପ୍ରତିରୋଧ କରିପାରିବେ ନାହିଁ।"
"ଡିଭାଇସ୍ର ସୁରକ୍ଷା ବୈଶିଷ୍ଟ୍ୟ ଚାଲୁ ହେବନାହିଁ। ଯଦି ଏହି ଡିଭାଇସ୍ ଚୋରି ହୋଇଯାଏ କିମ୍ୱା ହଜିଯାଏ, ତେବେ ଆପଣ ଏହାକୁ ବ୍ୟବହାର କରିବାରୁ ଅନ୍ୟମାନଙ୍କୁ ରୋକିପାରିବେ ନାହିଁ।"
"ଡିଭାଇସ ସୁରକ୍ଷା ବୈଶିଷ୍ଟ୍ୟ ଚାଲୁ ହୋଇପାରିବ ନାହିଁ। ଯଦି ଏହି ଫୋନ୍ ଚୋରି ହୋଇଯାଏ କିମ୍ୱା ହଜିଯାଏ, ତେବେ ଆପଣ ଏହାକୁ ବ୍ୟବହାର କରିବାରୁ ଅନ୍ୟମାନଙ୍କୁ ରୋକିପାରିବେ ନାହିଁ।"
"ଟିପଚିହ୍ନ ସେନ୍ସର ପାୱାର ବଟନରେ ଅଛି। ଟାବଲେଟର ଧାରରେ ଉପରକୁ ଉଠି ରହିଥିବା ଭଲ୍ୟୁମ ବଟନ ପାଖରେ ଏହା ହେଉଛି ଫ୍ଲାଟ ବଟନ।"
"ଟିପଚିହ୍ନ ସେନ୍ସର ପାୱାର ବଟନରେ ଅଛି। ଡିଭାଇସର ଧାରରେ ଥିବା ବଢ଼ାଯାଇଥିବା ଭଲ୍ୟୁମ ବଟନ ପାଖରେ ଏହା ଫ୍ଲାଟ ବଟନ ଅଟେ।"
"ଟିପଚିହ୍ନ ସେନ୍ସର ପାୱାର ବଟନରେ ଅଛି। ଏହା ଫୋନର ଧାରରେ ଉଠି ରହିଥିବା ଭଲ୍ୟୁମ ବଟନ ପାଖରେ ଥିବା ଫ୍ଲାଟ ବଟନ ଅଟେ।"
"ଆପଣ ଆପ୍ସରେ ସାଇନ ଇନ କରିବା କିମ୍ବା ଏକ କ୍ରୟକୁ ଅନୁମୋଦନ ଦେବା ପରି କାର୍ଯ୍ୟ କରିବା ସମୟରେ, ଆପଣଙ୍କ ଟାବଲେଟକୁ ଅନଲକ କରିବା କିମ୍ବା ଏହା ଆପଣ ବୋଲି ଯାଞ୍ଚ କରିବା ପାଇଁ ବର୍ତ୍ତମାନ ଆପଣଙ୍କ ଟିପଚିହ୍ନକୁ ଆପଣ ବ୍ୟବହାର କରିପାରିବେ"
"ଆପଣ ଆପ୍ସରେ ସାଇନ ଇନ କରିବା କିମ୍ବା ଏକ କ୍ରୟକୁ ଅନୁମୋଦନ ଦେବା ପରି କାର୍ଯ୍ୟ କରିବା ସମୟରେ, ଆପଣଙ୍କ ଡିଭାଇସକୁ ଅନଲକ କରିବା କିମ୍ବା ଏହା ଆପଣ ବୋଲି ଯାଞ୍ଚ କରିବା ପାଇଁ ବର୍ତ୍ତମାନ ଆପଣଙ୍କ ଟିପଚିହ୍ନକୁ ଆପଣ ବ୍ୟବହାର କରିପାରିବେ"
"ଆପଣ ଆପ୍ସରେ ସାଇନ ଇନ କରିବା କିମ୍ବା ଏକ କ୍ରୟକୁ ଅନୁମୋଦନ ଦେବା ବେଳେ, ଆପଣଙ୍କ ଫୋନ ଅନଲକ କରିବାକୁ କିମ୍ବା ଏହା ଆପଣ ବୋଲି ଯାଞ୍ଚ କରିବାକୁ ବର୍ତ୍ତମାନ ଆପଣଙ୍କର ଟିପଚିହ୍ନ ବ୍ୟବହାର କରିପାରିବେ"
"ଆପଣ ଆପ୍ସରେ ସାଇନ ଇନ କରିବା କିମ୍ବା କୌଣସି କ୍ରୟକୁ ଅନୁମୋଦନ ଦେବା ବେଳେ, ଆପଣଙ୍କ ଟାବଲେଟ ଅନଲକ କରିବାକୁ କିମ୍ବା ଏହା ଆପଣ ବୋଲି ଯାଞ୍ଚ କରିବାକୁ ବର୍ତ୍ତମାନ ଆପଣଙ୍କର ଟିପଚିହ୍ନ ବ୍ୟବହାର କରିପାରିବେ। \n\nଅନ୍ୟ ଏକ ଟିପଚିହ୍ନ ଯୋଗ କରନ୍ତୁ ଯାହା ଫଳରେ ଆପଣଙ୍କ ଟାବଲେଟକୁ ଆପଣ ବିଭିନ୍ନ ଉପାୟରେ ଧରିବା ସମୟରେ ଏହାକୁ ଅନଲକ କରିବା ସହଜ ହୋଇଥାଏ।"
"ଆପଣ ଆପ୍ସରେ ସାଇନ ଇନ କରିବା କିମ୍ବା କୌଣସି କ୍ରୟକୁ ଅନୁମୋଦନ ଦେବା ବେଳେ, ଆପଣଙ୍କ ଡିଭାଇସ ଅନଲକ କରିବାକୁ କିମ୍ବା ଏହା ଆପଣ ବୋଲି ଯାଞ୍ଚ କରିବାକୁ ବର୍ତ୍ତମାନ ଆପଣଙ୍କର ଟିପଚିହ୍ନ ବ୍ୟବହାର କରିପାରିବେ।\n\nଅନ୍ୟ ଏକ ଟିପଚିହ୍ନ ଯୋଗ କରନ୍ତୁ ଯାହା ଫଳରେ ଆପଣଙ୍କ ଡିଭାଇସକୁ ଆପଣ ବିଭିନ୍ନ ଉପାୟରେ ଧରିବା ସମୟରେ ଏହାକୁ ଅନଲକ କରିବା ସହଜ ହୋଇଥାଏ।"
"ଆପଣ ଆପ୍ସରେ ସାଇନ ଇନ କରିବା କିମ୍ବା କୌଣସି କ୍ରୟକୁ ଅନୁମୋଦନ ଦେବା ବେଳେ, ଆପଣଙ୍କ ଫୋନ ଅନଲକ କରିବାକୁ କିମ୍ବା ଏହା ଆପଣ ବୋଲି ଯାଞ୍ଚ କରିବାକୁ ବର୍ତ୍ତମାନ ଆପଣଙ୍କର ଟିପଚିହ୍ନ ବ୍ୟବହାର କରିପାରିବେ।\n\nଅନ୍ୟ ଏକ ଟିପଚିହ୍ନ ଯୋଗ କରନ୍ତୁ ଯାହା ଫଳରେ ଆପଣଙ୍କ ଫୋନକୁ ଆପଣ ବିଭିନ୍ନ ଉପାୟରେ ଧରିବା ସମୟରେ ଏହାକୁ ଅନଲକ କରିବା ସହଜ ହୋଇଥାଏ।"
"ଯଦି ଟାବଲେଟଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ PIN ଏହାକୁ ସୁରକ୍ଷିତ ରଖେ"
"ଯଦି ଟାବଲେଟଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାଟର୍ନ ଏହାକୁ ସୁରକ୍ଷିତ ରଖେ"
"ଯଦି ଟାବଲେଟଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାସୱାର୍ଡ ଏହାକୁ ସୁରକ୍ଷିତ ରଖେ"
"ଯଦି ଡିଭାଇସଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ PIN ଏହାକୁ ସୁରକ୍ଷିତ ରଖେ"
"ଯଦି ଡିଭାଇସଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାଟର୍ନ ଏହାକୁ ସୁରକ୍ଷିତ ରଖେ"
"ଯଦି ଡିଭାଇସଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାସୱାର୍ଡ ଏହାକୁ ସୁରକ୍ଷିତ ରଖେ"
"ଯଦି ଫୋନଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ PIN ଏହାକୁ ସୁରକ୍ଷିତ ରଖେ"
"ଯଦି ଫୋନଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାଟର୍ନ ଏହାକୁ ସୁରକ୍ଷିତ ରଖେ"
"ଯଦି ଫୋନଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାସୱାର୍ଡ ଏହାକୁ ସୁରକ୍ଷିତ ରଖେ"
"ଫିଙ୍ଗରପ୍ରିଣ୍ଟ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ PIN ଆବଶ୍ୟକ।\n\nଯଦି ଟାବଲେଟଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ PIN ଏହାକୁ ସୁରକ୍ଷିତ ରଖେ।"
"ଫିଙ୍ଗରପ୍ରିଣ୍ଟ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ ପାଟର୍ନ ଆବଶ୍ୟକ। \n\nଯଦି ଟାବଲେଟଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାଟର୍ନ ଏହାକୁ ସୁରକ୍ଷିତ ରଖେ।"
"ଫିଙ୍ଗରପ୍ରିଣ୍ଟ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ ପାସୱାର୍ଡ ଆବଶ୍ୟକ।\n\nଯଦି ଟାବଲେଟଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାସୱାର୍ଡ ଏହାକୁ ସୁରକ୍ଷିତ ରଖେ।"
"ଫିଙ୍ଗରପ୍ରିଣ୍ଟ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ PIN ଆବଶ୍ୟକ।\n\nଯଦି ଡିଭାଇସଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ PIN ଏହାକୁ ସୁରକ୍ଷିତ ରଖେ।"
"ଫିଙ୍ଗରପ୍ରିଣ୍ଟ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ ପାଟର୍ନ ଆବଶ୍ୟକ।\n\nଯଦି ଡିଭାଇସଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାଟର୍ନ ଏହାକୁ ସୁରକ୍ଷିତ ରଖେ।"
"ଫିଙ୍ଗରପ୍ରିଣ୍ଟ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ ପାସୱାର୍ଡ ଆବଶ୍ୟକ।\n\nଯଦି ଡିଭାଇସଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାସୱାର୍ଡ ଏହାକୁ ସୁରକ୍ଷିତ ରଖେ।"
"ଫିଙ୍ଗରପ୍ରିଣ୍ଟ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ PIN ଆବଶ୍ୟକ।\n\nଯଦି ଫୋନଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ PIN ଏହାକୁ ସୁରକ୍ଷିତ ରଖେ।"
"ଫିଙ୍ଗରପ୍ରିଣ୍ଟ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ ପାଟର୍ନ ଆବଶ୍ୟକ।\n\nଯଦି ଫୋନଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାଟର୍ନ ଏହାକୁ ସୁରକ୍ଷିତ ରଖେ।"
"ଫିଙ୍ଗରପ୍ରିଣ୍ଟ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ ପାସୱାର୍ଡ ଆବଶ୍ୟକ।\n\nଯଦି ଫୋନଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାସୱାର୍ଡ ଏହାକୁ ସୁରକ୍ଷିତ ରଖେ।"
"ଫେସ୍ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ PIN ଆବଶ୍ୟକ।\n\nଯଦି ଟାବଲେଟଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ PIN ଏହାକୁ ସୁରକ୍ଷିତ ରଖେ।"
"ଫେସ୍ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ ପାଟର୍ନ ଆବଶ୍ୟକ।\n\nଯଦି ଟାବଲେଟଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାଟର୍ନ ଏହାକୁ ସୁରକ୍ଷିତ ରଖେ।"
"ଫେସ୍ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ ପାସୱାର୍ଡ ଆବଶ୍ୟକ।\n\nଯଦି ଟାବଲେଟଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାସୱାର୍ଡ ଏହାକୁ ସୁରକ୍ଷିତ ରଖେ।"
"ଫେସ୍ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ PIN ଆବଶ୍ୟକ।\n\nଯଦି ଡିଭାଇସଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ PIN ଏହାକୁ ସୁରକ୍ଷିତ ରଖେ।"
"ଫେସ୍ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ ପାଟର୍ନ ଆବଶ୍ୟକ।\n\nଯଦି ଡିଭାଇସଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାଟର୍ନ ଏହାକୁ ସୁରକ୍ଷିତ ରଖେ।"
"ଫେସ୍ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ ପାସୱାର୍ଡ ଆବଶ୍ୟକ।\n\nଯଦି ଡିଭାଇସଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାସୱାର୍ଡ ଏହାକୁ ସୁରକ୍ଷିତ ରଖେ।"
"ଫେସ୍ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ PIN ଆବଶ୍ୟକ।\n\nଯଦି ଫୋନଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ PIN ଏହାକୁ ସୁରକ୍ଷିତ ରଖେ।"
"ଫେସ୍ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ ପାଟର୍ନ ଆବଶ୍ୟକ।\n\nଯଦି ଫୋନଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାଟର୍ନ ଏହାକୁ ସୁରକ୍ଷିତ ରଖେ।"
"ଫେସ୍ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ ପାସୱାର୍ଡ ଆବଶ୍ୟକ।\n\nଯଦି ଫୋନଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାସୱାର୍ଡ ଏହାକୁ ସୁରକ୍ଷିତ ରଖେ।"
"ଫେସ୍ ଅନଲକ୍ ଏବଂ ଫିଙ୍ଗରପ୍ରିଣ୍ଟ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ PIN ଆବଶ୍ୟକ।\n\nଯଦି ଟାବଲେଟଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ PIN ଏହାକୁ ସୁରକ୍ଷିତ ରଖେ।"
"ଫେସ୍ ଅନଲକ୍ ଏବଂ ଫିଙ୍ଗରପ୍ରିଣ୍ଟ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ ପାଟର୍ନ ଆବଶ୍ୟକ।\n\nଯଦି ଟାବଲେଟଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାଟର୍ନ ଏହାକୁ ସୁରକ୍ଷିତ ରଖେ।"
"ଫେସ୍ ଅନଲକ୍ ଏବଂ ଫିଙ୍ଗରପ୍ରିଣ୍ଟ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ ପାସୱାର୍ଡ ଆବଶ୍ୟକ।\n\nଯଦି ଟାବଲେଟଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାସୱାର୍ଡ ଏହାକୁ ସୁରକ୍ଷିତ ରଖେ।"
"ଫେସ୍ ଅନଲକ୍ ଏବଂ ଫିଙ୍ଗରପ୍ରିଣ୍ଟ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ PIN ଆବଶ୍ୟକ।\n\nଯଦି ଡିଭାଇସଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ PIN ଏହାକୁ ସୁରକ୍ଷିତ ରଖେ।"
"ଫେସ୍ ଅନଲକ୍ ଏବଂ ଫିଙ୍ଗରପ୍ରିଣ୍ଟ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ ପାଟର୍ନ ଆବଶ୍ୟକ।\n\nଯଦି ଡିଭାଇସଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାଟର୍ନ ଏହାକୁ ସୁରକ୍ଷିତ ରଖେ।"
"ଫେସ୍ ଅନଲକ୍ ଏବଂ ଫିଙ୍ଗରପ୍ରିଣ୍ଟ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ ପାସୱାର୍ଡ ଆବଶ୍ୟକ।\n\nଯଦି ଡିଭାଇସଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାସୱାର୍ଡ ଏହାକୁ ସୁରକ୍ଷିତ ରଖେ।"
"ଫେସ୍ ଅନଲକ୍ ଏବଂ ଫିଙ୍ଗରପ୍ରିଣ୍ଟ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ PIN ଆବଶ୍ୟକ।\n\nଯଦି ଫୋନଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ PIN ଏହାକୁ ସୁରକ୍ଷିତ ରଖେ।"
"ଫେସ୍ ଅନଲକ୍ ଏବଂ ଫିଙ୍ଗରପ୍ରିଣ୍ଟ ଅନଲକ୍ ସେଟ୍ ଅପ୍ କରିବା ପାଇଁ ଏକ ପାଟର୍ନ ଆବଶ୍ୟକ।\n\nଯଦି ଫୋନଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାଟର୍ନ ଏହାକୁ ସୁରକ୍ଷିତ ରଖେ।"
"ଫେସ ଅନଲକ ଏବଂ ଫିଙ୍ଗରପ୍ରିଣ୍ଟ ଅନଲକ ସେଟ ଅପ କରିବା ପାଇଁ ଏକ ପାସୱାର୍ଡ ଆବଶ୍ୟକ।\n\nଯଦି ଫୋନଟି ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏହି ପାସୱାର୍ଡ ଏହାକୁ ସୁରକ୍ଷିତ ରଖେ।"
"ଏହା ଆପଣଙ୍କ ଫୋନରେ ଷ୍ଟୋର କରାଯାଇଥିବା \'%1$s\' ସହ ସମ୍ବନ୍ଧିତ ଟିପଚିହ୍ନର ଇମେଜ ଏବଂ ମଡେଲଗୁଡ଼ିକୁ ଡିଲିଟ କରେ"
"ଏହା ଆପଣଙ୍କ ଟାବଲେଟରେ ଷ୍ଟୋର କରାଯାଇଥିବା \'%1$s\' ସହ ସମ୍ବନ୍ଧିତ ଟିପଚିହ୍ନର ଇମେଜ ଏବଂ ମଡେଲଗୁଡ଼ିକୁ ଡିଲିଟ କରେ"
"ଏହା ଆପଣଙ୍କ ଡିଭାଇସରେ ଷ୍ଟୋର କରାଯାଇଥିବା \'%1$s\' ସହ ସମ୍ବନ୍ଧିତ ଟିପଚିହ୍ନର ଇମେଜ ଏବଂ ମଡେଲଗୁଡ଼ିକୁ ଡିଲିଟ କରେ"
"ଆପଣ ଆପଣଙ୍କ ଫୋନକୁ ଅନଲକ କରିବା କିମ୍ବା ଆପଗୁଡ଼ିକରେ ଏହା ଆପଣ ବୋଲି ଯାଞ୍ଚ କରିବା ପାଇଁ ଆପଣଙ୍କ ଟିପଚିହ୍ନ ବ୍ୟବହାର କରିବାକୁ ସକ୍ଷମ ହେବେ ନାହିଁ।"
"ଆପଣ ଆପଣଙ୍କ ଟାବଲେଟକୁ ଅନଲକ କରିବା କିମ୍ବା ଆପ୍ସରେ ଏହା ଆପଣ ବୋଲି ଯାଞ୍ଚ କରିବା ପାଇଁ ଆପଣଙ୍କ ଟିପଚିହ୍ନ ବ୍ୟବହାର କରିବାକୁ ସକ୍ଷମ ହେବେ ନାହିଁ।"
"ଆପଣ ଆପଣଙ୍କ ଡିଭାଇସକୁ ଅନଲକ କରିବା କିମ୍ବା ଆପ୍ସରେ ଏହା ଆପଣ ବୋଲି ଯାଞ୍ଚ କରିବା ପାଇଁ ଆପଣଙ୍କ ଟିପଚିହ୍ନ ବ୍ୟବହାର କରିବାକୁ ସକ୍ଷମ ହେବେ ନାହିଁ।"
"ଆପଣ ଆପଣଙ୍କ ଟିପଚିହ୍ନ ବ୍ୟବହାର କରି ଆପଣଙ୍କର ଫୋନକୁ ଅନଲକ କରିପାରିବେ। ସୁରକ୍ଷା ପାଇଁ, ଏହି ବିକଳ୍ପ ନିମନ୍ତେ ଏକ ବେକଅପ ସ୍କ୍ରିନ ଲକ ଆବଶ୍ୟକ।"
"ଆପଣ ଆପଣଙ୍କ ଟିପଚିହ୍ନ ବ୍ୟବହାର କରି ଆପଣଙ୍କର ଟାବଲେଟକୁ ଅନଲକ କରିପାରିବେ। ସୁରକ୍ଷା ପାଇଁ, ଏହି ବିକଳ୍ପ ନିମନ୍ତେ ଏକ ବେକଅପ ସ୍କ୍ରିନ ଲକ ଆବଶ୍ୟକ।"
"ଆପଣ ଆପଣଙ୍କ ଟିପଚିହ୍ନ ବ୍ୟବହାର କରି ଆପଣଙ୍କର ଡିଭାଇସକୁ ଅନଲକ କରିପାରିବେ। ସୁରକ୍ଷା ପାଇଁ, ଏହି ବିକଳ୍ପ ନିମନ୍ତେ ଏକ ବେକଅପ ସ୍କ୍ରିନ ଲକ ଆବଶ୍ୟକ।"
"ଆପଣ ଆପଣଙ୍କ ଫେସ ବ୍ୟବହାର କରି ଆପଣଙ୍କର ଫୋନକୁ ଅନଲକ କରିପାରିବେ। ସୁରକ୍ଷା ପାଇଁ, ଏହି ବିକଳ୍ପ ନିମନ୍ତେ ଏକ ବେକଅପ ସ୍କ୍ରିନ ଲକ ଆବଶ୍ୟକ।"
"ଆପଣ ଆପଣଙ୍କ ଫେସ ବ୍ୟବହାର କରି ଆପଣଙ୍କର ଟାବଲେଟକୁ ଅନଲକ କରିପାରିବେ। ସୁରକ୍ଷା ପାଇଁ, ଏହି ବିକଳ୍ପ ନିମନ୍ତେ ଏକ ବେକଅପ ସ୍କ୍ରିନ ଲକ ଆବଶ୍ୟକ।"
"ଆପଣ ଆପଣଙ୍କ ଫେସ ବ୍ୟବହାର କରି ଆପଣଙ୍କର ଡିଭାଇସକୁ ଅନଲକ କରିପାରିବେ। ସୁରକ୍ଷା ପାଇଁ, ଏହି ବିକଳ୍ପ ନିମନ୍ତେ ଏକ ବେକଅପ ସ୍କ୍ରିନ ଲକ ଆବଶ୍ୟକ।"
"ଆପଣ ଆପଣଙ୍କ ଫେସ ବା ଟିପଚିହ୍ନ ବ୍ୟବହାର କରି ଆପଣଙ୍କର ଫୋନକୁ ଅନଲକ କରିପାରିବେ। ସୁରକ୍ଷା ପାଇଁ, ଏହି ବିକଳ୍ପ ନିମନ୍ତେ ଏକ ବେକଅପ ସ୍କ୍ରିନ ଲକ ଆବଶ୍ୟକ।"
"ଆପଣ ଆପଣଙ୍କ ଫେସ ବା ଟିପଚିହ୍ନ ବ୍ୟବହାର କରି ଆପଣଙ୍କର ଟାବଲେଟକୁ ଅନଲକ କରିପାରିବେ। ସୁରକ୍ଷା ପାଇଁ, ଏହି ବିକଳ୍ପ ନିମନ୍ତେ ଏକ ବେକଅପ ସ୍କ୍ରିନ ଲକ ଆବଶ୍ୟକ।"
"ଆପଣ ଆପଣଙ୍କ ଫେସ ବା ଟିପଚିହ୍ନ ବ୍ୟବହାର କରି ଆପଣଙ୍କର ଡିଭାଇସକୁ ଅନଲକ କରିପାରିବେ। ସୁରକ୍ଷା ପାଇଁ, ଏହି ବିକଳ୍ପ ନିମନ୍ତେ ଏକ ବେକଅପ ସ୍କ୍ରିନ ଲକ ଆବଶ୍ୟକ।"
"ଟାବଲେଟକୁ ଏନକ୍ରିପ୍ଟ କରନ୍ତୁ"
"ଫୋନକୁ ଏନକ୍ରିପ୍ଟ କରନ୍ତୁ"
"ଟାବଲେଟ୍ର ସୁରକ୍ଷା ପାଇଁ ସ୍କ୍ରୀନ୍ ଲକ୍ ସେଟ୍ କରନ୍ତୁ"
"ଡିଭାଇସ୍ର ସୁରକ୍ଷା ପାଇଁ ସ୍କ୍ରୀନ୍ ଲକ୍ ସେଟ୍ କରନ୍ତୁ"
"ଫୋନ୍ର ସୁରକ୍ଷା ପାଇଁ ସ୍କ୍ରୀନ୍ ଲକ୍ ସେଟ୍ କରନ୍ତୁ"
"ନିଜ ଟାବ୍ଲେଟ୍ର ସୁରକ୍ଷା କରନ୍ତୁ"
"ଆପଣଙ୍କ ଡିଭାଇସକୁ ସୁରକ୍ଷିତ ରଖନ୍ତୁ"
"ଫୋନର ସୁରକ୍ଷା କରନ୍ତୁ"
"ଡିଭାଇସ୍ର ସୁରକ୍ଷା ବୈଶିଷ୍ଟ୍ୟକୁ ସକ୍ରିୟ କରି ଆପଣଙ୍କ ଅନୁମତି ବିନା ଏହି ଟାବ୍ଲେଟ୍କୁ ଅନ୍ୟମାନେ ବ୍ୟବହାର କରିବାରୁ ପ୍ରତିରୋଧ କରନ୍ତୁ। ଆପଣ ବ୍ୟବହାର କରିବାକୁ ଚାହୁଁଥିବା ସ୍କ୍ରୀନ୍ ଲକ୍ ବାଛନ୍ତୁ।"
"ଡିଭାଇସ୍ ସୁରକ୍ଷା ବୈଶିଷ୍ଟ୍ୟକୁ ସକ୍ରିୟ କରି, ଆପଣଙ୍କ ଅନୁମତି ବିନା ଏହାକୁ ବ୍ୟବହାର କରିବାରୁ ଅନ୍ୟମାନଙ୍କୁ ରୋକନ୍ତୁ। ଆପଣ ବ୍ୟବହାର କରିବାକୁ ଚାହୁଁଥିବା ସ୍କ୍ରୀନ୍ ଲକ୍ ବାଛନ୍ତୁ।"
"ଡିଭାଇସ୍ର ସୁରକ୍ଷା ବୈଶିଷ୍ଟ୍ୟକୁ ସକ୍ରିୟ କରିବା ଦ୍ୱାରା ଆପଣଙ୍କ ଅନୁମତି ବିନା ଏହି ଫୋନକୁ ଅନ୍ୟମାନେ ବ୍ୟବହାର କରିପାରିବେ ନାହିଁ। ଆପଣ ବ୍ୟବହାର କରିବାକୁ ଚାହୁଁଥିବା ସ୍କ୍ରୀନ୍ ଲକ୍ ବାଛି ନିଅନ୍ତୁ।"
"%1$s ସହିତ ଆପଣଙ୍କ ଫୋନ୍ ଆଉ ପେୟାର୍ ହେବନାହିଁ"
"ଆପଣଙ୍କ ଟାବଲେଟ୍ ଏବେ %1$s ସହ ପେୟାର୍ ହୋଇ ରହିବନାହିଁ"
"%1$s ସହ ଆପଣଙ୍କ ଡିଭାଇସ୍ ଆଉ ପେୟାର୍ ହୋଇପାରିବ ନାହିଁ"
"ସ୍କ୍ରିନ ଅନଲକ୍ ହେଲେ ହିଁ କେବଳ NFCର ବ୍ୟବହାରକୁ ଅନୁମତି ଦିଅନ୍ତୁ"
"%1$s ଆପଣଙ୍କ ଫୋନରେ ଏକ ନେଟୱାର୍କ ସେଭ୍ କରିବାକୁ ଚାହେଁ"
"%1$s ଆପଣଙ୍କ ଟାବଲେଟରେ ଏକ ନେଟୱାର୍କ ସେଭ୍ କରିବାକୁ ଚାହେଁ"
"%1$s ଆପଣଙ୍କ ଫୋନରେ ଏହିସବୁ ନେଟୱାର୍କକୁ ସେଭ୍ କରିବାକୁ ଚାହେଁ"
"%1$s ଆପଣଙ୍କ ଟାବଲେଟରେ ଏହିସବୁ ନେଟୱାର୍କକୁ ସେଭ୍ କରିବାକୁ ଚାହେଁ"
"ଆପଣ ଆପଣଙ୍କ ଫୋନକୁ ପୋର୍ଟ୍ରେଟ ଏବଂ ଲ୍ୟାଣ୍ଡସ୍କେପ ମଧ୍ୟରେ ମୁଭ କଲେ ସ୍କ୍ରିନ ଓରିଏଣ୍ଟେସନ ସ୍ୱଚାଳିତ ଭାବେ ଆଡଜଷ୍ଟ ହୁଏ"
"ଆପଣ ଆପଣଙ୍କ ଟାବଲେଟକୁ ପୋର୍ଟ୍ରେଟ ଏବଂ ଲ୍ୟାଣ୍ଡସ୍କେପ ମଧ୍ୟରେ ମୁଭ କଲେ ସ୍କ୍ରିନ ଓରିଏଣ୍ଟେସନ ସ୍ୱଚାଳିତ ଭାବେ ଆଡଜଷ୍ଟ ହୁଏ"
"ଟାବ୍ଲେଟ୍ ବ୍ୟବହାର କରିବା ପାଇଁ ପିନ୍ ନମ୍ୱର୍ ଆବଶ୍ୟକ"
"ଫୋନ ବ୍ୟବହାର କରିବା ପାଇଁ PIN ଦରକାର"
"ଟାବ୍ଲେଟ୍ ବ୍ୟବହାର କରିବା ପାଇଁ ପିନ୍ ନମ୍ୱର୍ ଦରକାର"
"ଫୋନ୍ ବ୍ୟବହାର କରିବା ପାଇଁ PIN ଦରକାର"
"MDN"
"ଫୋନ୍ ନମ୍ଵର୍"
"MDN (ସିମ୍ ସ୍ଲଟ୍ %1$d)"
"ଫୋନ ନମ୍ବର (ସିମ ସ୍ଲଟ %1$d)"
"ସିମ୍ରେ MDN"
"SIMରେ ଥିବା ଫୋନ୍ ନମ୍ୱର୍"
"ଇଣ୍ଟର୍ନାଲ ଷ୍ଟୋରେଜ ପାଇଁ SD କାର୍ଡକୁ ଫର୍ମାଟ କରନ୍ତୁ"
"କେବଳ ଏହି ଟାବଲେଟରେ ବ୍ୟବହାର କରିବା ପାଇଁ ଆପ୍ସ ଓ ମିଡିଆକୁ ଷ୍ଟୋର କରନ୍ତୁ। <a href=https://support.google.com/android/answer/12153449>ଏକ SD କାର୍ଡ ସେଟ ଅପ କରିବା ବିଷୟରେ ଅଧିକ ଜାଣନ୍ତୁ</a>।"
"ଫର୍ମାଟ କରନ୍ତୁ"
"ଇଣ୍ଟର୍ନାଲ ଷ୍ଟୋରେଜ ପାଇଁ SD କାର୍ଡକୁ ଫର୍ମାଟ କରନ୍ତୁ"
"କେବଳ ଏହି ଫୋନରେ ବ୍ୟବହାର କରିବା ପାଇଁ ଆପ୍ସ ଓ ମିଡିଆକୁ ଷ୍ଟୋର କରନ୍ତୁ। <a href=https://support.google.com/android/answer/12153449>ଏକ SD କାର୍ଡ ସେଟ ଅପ କରିବା ବିଷୟରେ ଅଧିକ ଜାଣନ୍ତୁ</a>।"
"ଫର୍ମାଟ କରନ୍ତୁ"
"ଆପଣ ଫାଇଲ୍, ମିଡିଆ ଓ ନିର୍ଦ୍ଧିଷ୍ଟ ଆପ୍ଗୁଡ଼ିକୁ ଏହି ^1କୁ ଆଣିପାରିବେ। \n\nଏହା ଦ୍ୱାରା ଆପଣଙ୍କ ଟାବଲେଟ୍ ଷ୍ଟୋରେଜ୍ର ^2 ଖାଲି ହୋଇଯିବ ଏବଂ ଏହା ପ୍ରାୟ ^3 ସମୟ ନେବ।"
"ଆପଣ ଫାଇଲ୍, ମିଡିଆ ଓ ନିର୍ଦ୍ଧିଷ୍ଟ ଆପ୍ଗୁଡ଼ିକୁ ଏହି ^1କୁ ଆଣିପାରିବେ। \n\nଏହା ଦ୍ୱାରା ଆପଣଙ୍କ ଫୋନ୍ ଷ୍ଟୋରେଜ୍ର ^2 ଖାଲି ହୋଇଯିବ ଏବଂ ଏହା ପ୍ରାୟ ^3 ସମୟ ନେବ।"
"ଏହି ଟାବଲେଟ୍କୁ ଚାର୍ଜ କରି ରଖନ୍ତୁ"
"ଏହି ଫୋନ୍କୁ ଚାର୍ଜ କରି ରଖନ୍ତୁ"
"ଏହା ଆପଣଙ୍କ ଟାବଲେଟର ""ଇଣ୍ଟର୍ନଲ ଷ୍ଟୋରେଜ"", ସମେତ:\n\n""ଆପଣଙ୍କ Google ଆକାଉଣ୍ଟ"\n"ସିଷ୍ଟମ ଏବଂ ଆପ ଡାଟା ଓ ସେଟିଂସ"\n"ଡାଉନଲୋଡ ହୋଇଥିବା ଆପ୍ସ""ରେ ଥିବା ସମସ୍ତ ଡାଟାକୁ ଲିଭେଇ ଦେବ"
"ଏହା ଆପଣଙ୍କ ଫୋନର ""ଇଣ୍ଟର୍ନଲ ଷ୍ଟୋରେଜ"", ସମେତ:\n\n""ଆପଣଙ୍କ Google ଆକାଉଣ୍ଟ"\n"ସିଷ୍ଟମ ଏବଂ ଆପ ଡାଟା ଓ ସେଟିଂସ"\n"ଡାଉନଲୋଡ ହୋଇଥିବା ଆପ୍ସ""ରେ ଥିବା ସମସ୍ତ ଡାଟାକୁ ଲିଭେଇ ଦେବ"
\n\n"ଆପଣ ବର୍ତ୍ତମାନ ନିମ୍ନୋକ୍ତ ଆକାଉଣ୍ଟଗୁଡ଼ିକରେ ସାଇନ୍ ଇନ୍ କରିଛନ୍ତି:\n"
\n\n"ଏହି ଡିଭାଇସରେ ଅନ୍ୟ ୟୁଜର ଅଛନ୍ତି।\n"
\n\n"ମ୍ୟୁଜିକ, ଛବି ଓ ଅନ୍ୟ ୟୁଜର ଡାଟାକୁ ଖାଲି କରିବାକୁ ""USB ଷ୍ଟୋରେଜ""କୁ ଇରେଜ କରିବା ଆବଶ୍ୟକ।"
\n\n"ମ୍ୟୁଜିକ, ଛବି ଓ ଅନ୍ୟ ୟୁଜର ଡାଟାକୁ ଖାଲି କରିବାକୁ ""SD କାର୍ଡ""କୁ ଇରେଜ କରିବା ଆବଶ୍ୟକ।"
"USB ଷ୍ଟୋରେଜ୍କୁ ଲିଭାନ୍ତୁ"
"SD କାର୍ଡ ଲିଭାନ୍ତୁ"
"ଇଣ୍ଟର୍ନଲ୍ USB ଷ୍ଟୋରେଜ୍ରେ ସମସ୍ତ ଡାଟା ଲିଭାନ୍ତୁ, ଯେପରିକି ମ୍ୟୁଜିକ୍ କିମ୍ବା ଫଟୋଗୁଡ଼ିକ"
"SD କାର୍ଡ୍ରୁ ସମସ୍ତ ଡାଟା ଲିଭାଇଦିଅନ୍ତୁ, ଯେପରିକି ମ୍ୟୁଜିକ୍ କିମ୍ବା ଫଟୋଗୁଡ଼ିକ"
"ସମସ୍ତ ଡାଟା ଖାଲି କରନ୍ତୁ"
"ସମସ୍ତ ଡାଟା ଖାଲି କରନ୍ତୁ"
"USB ମାଧ୍ୟମରେ ଫୋନର ଇଣ୍ଟରନେଟ କନେକ୍ସନ ସେୟାର କରନ୍ତୁ"
"USB ମାଧ୍ୟମରେ ଟାବ୍ଲେଟ୍ର ଇଣ୍ଟର୍ନେଟ୍ ସଂଯୋଗ ସେୟାର୍ କରନ୍ତୁ"
"ବ୍ଲୁଟୂଥ୍ ମାଧ୍ୟରେ ଟାବ୍ଲେଟ୍ର ଇଣ୍ଟରନେଟ୍ ସଂଯୋଗ ସେୟାର୍ କରନ୍ତୁ"
"ବ୍ଲୁଟୁଥ ମାଧ୍ୟମରେ ଫୋନର ଇଣ୍ଟରନେଟ କନେକ୍ସନ ସେୟାର କରନ୍ତୁ"
"ଇଥରନେଟ ମାଧ୍ୟମରେ ଫୋନର ଇଣ୍ଟରନେଟ କନେକ୍ସନ ସେୟାର କରନ୍ତୁ"
"ଇଥରନେଟ ମାଧ୍ୟମରେ ଟାବଲେଟର ଇଣ୍ଟରନେଟ କନେକ୍ସନ ସେୟାର କରନ୍ତୁ"
"ଟାବଲେଟ୍ ବିଷୟରେ"
"ଫୋନ ବିଷୟରେ"
"ଡିଭାଇସ୍ ବିଷୟରେ"
"ଅନୁକରଣ କରାଯାଇଥିବା ଡିଭାଇସ୍ ବିଷୟରେ"
"ଆପଣଙ୍କ ଟାବଲେଟ୍ ଏବଂ ବ୍ୟକ୍ତିଗତ ଡାଟା ଅଜ୍ଞାତ ଆପସ୍ ଦ୍ୱାରା ଆକ୍ରମଣ କରାଯିବାରେ ଅଧିକ ଉନ୍ମୁକ୍ତ ହୋଇଥାଆନ୍ତି। ଏହି ଉତ୍ସରୁ ଆପସ୍ ସଂସ୍ଥାପନ କରିବା ଦ୍ୱାରା, ଆପଣ ରାଜି ହୁଅନ୍ତି ଯେ ଆପଣଙ୍କ ଟାବଲେଟ୍ରେ ହେବା କୌଣସି ପ୍ରକାର କ୍ଷତି କିମ୍ବା ସେଗୁଡିକ ବ୍ୟବହାରରୁ ଘଟିବା କୌଣସି ପ୍ରକାର ଡାଟାର ହାନୀ ପାଇଁ ଆପଣ ଉତ୍ତରଦାୟୀ ଅଟନ୍ତି।"
"ଅଜ୍ଞାତ ଆପ୍ସ ଦ୍ୱାରା ଆପଣଙ୍କ ଫୋନ ଏବଂ ବ୍ୟକ୍ତିଗତ ଡାଟା ଆକ୍ରାନ୍ତ ହେବାର ସମ୍ଭାବନା ବହୁତ ଅଧିକ। ଏହି ସୋର୍ସରୁ ଆପ୍ସ ଇନଷ୍ଟଲ କରି, ଆପଣଙ୍କ ଫୋନରେ ଘଟିବା କୌଣସି ପ୍ରକାର କ୍ଷତି କିମ୍ବା ସେଗୁଡ଼ିକ ବ୍ୟବହାର କରିବାରୁ କୌଣସି ପ୍ରକାର ଡାଟାର ହାନୀ ପାଇଁ ଆପଣ ଦାୟୀ ହେବାକୁ ରାଜି।"
"ଅଜ୍ଞାତ ଆପ୍ ଦ୍ୱାରା ଆପଣଙ୍କ ଫୋନ୍ ଏବଂ ବ୍ୟକ୍ତିଗତ ଡାଟା ଆକ୍ରାନ୍ତ ହେବାର ସମ୍ଭାବନା ବହୁତ ଅଧିକ। ଏହି ଉତ୍ସରୁ ଆପ୍ ଇନଷ୍ଟଲ୍ କରିବାର ଅର୍ଥ, ଆପଣଙ୍କ ଫୋନ୍ରେ ଘଟିବା କୌଣସି ପ୍ରକାର କ୍ଷତି କିମ୍ବା ସେଗୁଡ଼ିକର ବ୍ୟବହାରରୁ ହେବା କୌଣସି ପ୍ରକାର ଡାଟା ହାନି ପାଇଁ ଆପଣ ଦାୟୀ ରହିବାକୁ ରାଜି ହୁଅନ୍ତି।"
"ଯଦି ଆପଣ ଏହି ସେବା ବନ୍ଦ କରନ୍ତି, ତେବେ ଟାବଲେଟ୍କୁ ବନ୍ଦ କରି ପୁଣି ଅନ୍ ନକରିବା ପର୍ଯ୍ୟନ୍ତ ଏହାର କେତେକ ବୈଶିଷ୍ଟ୍ୟ ଠିକ୍ ଭାବେ କାମ ନକରିପାରେ।"
"ଯଦି ଆପଣ ଏହି ସେବା ବନ୍ଦ କରନ୍ତି, ତେବେ ଫୋନ୍କୁ ବନ୍ଦ କରି ପୁଣି ଅନ୍ ନକରିବା ପର୍ଯ୍ୟନ୍ତ ଏହାର କେତେକ ବୈଶିଷ୍ଟ୍ୟ ଠିକ୍ ଭାବେ କାମ ନକରିପାରେ।"
"ଟାବେଲେଟ୍ ସୂଚନା"
"ଫୋନ୍ ସୂଚନା"
"ଆପଣଙ୍କ ଡିସପ୍ଲେର ଆକାର ଏବଂ ଟେକ୍ସଟ ପସନ୍ଦଗୁଡ଼ିକ ଫୋନର ମୂଳ ସେଟିଂସରେ ରିସେଟ ହେବ"
"ଆପଣଙ୍କ ଡିସପ୍ଲେର ଆକାର ଏବଂ ଟେକ୍ସଟ ପସନ୍ଦଗୁଡ଼ିକ ଟାବଲେଟର ମୂଳ ସେଟିଂସରେ ରିସେଟ ହେବ"
"ଆପଣଙ୍କ ଫୋନରେ ରଙ୍ଗଗୁଡ଼ିକ କିପରି ଡିସପ୍ଲେ ହୁଏ ତାହା ଆଡଜଷ୍ଟ କରନ୍ତୁ"
"ଆପଣଙ୍କ ଟାବଲେଟରେ ରଙ୍ଗଗୁଡ଼ିକ କିପରି ଡିସପ୍ଲେ ହୁଏ ତାହା ଆଡଜଷ୍ଟ କରନ୍ତୁ"
"ସ୍କ୍ରିନକୁ ଆପଣଙ୍କ ଫୋନର ସର୍ବନିମ୍ନ ଉଜ୍ଜ୍ୱଳତାଠାରୁ ଅଧିକ ଡିମ୍ କରନ୍ତୁ"
"ସ୍କ୍ରିନକୁ ଆପଣଙ୍କ ଟାବଲେଟର ସର୍ବନିମ୍ନ ଉଜ୍ଜ୍ୱଳତାଠାରୁ ଅଧିକ ଡିମ୍ କରନ୍ତୁ"
"ଅତ୍ୟଧିକ ଡିମ ଉପଯୋଗୀ ହୋଇପାରେ, ଯଦି: <ol> <li> ଆପଣଙ୍କ ଫୋନର ଡିଫଲ୍ଟ ସର୍ବନିମ୍ନ ଉଜ୍ଜ୍ୱଳତା ଏବେ ବି ଅତ୍ୟଧିକ ଉଜ୍ଜ୍ୱଳ ଅଛି</li> <li> ରାତିରେ କିମ୍ବା ଶୋଇବା ପୂର୍ବରୁ କୌଣସି ଅନ୍ଧାରୁଆ ରୁମ ପରି ଅନ୍ଧକାର ସ୍ଥିତିରେ ଆପଣ ଆପଣଙ୍କ ଫୋନ ବ୍ୟବହାର କରୁଛନ୍ତି</li> </ol>"
"ଅତିରିକ୍ତ ଡିମ ଉପଯୋଗୀ ହୋଇପାରେ ଯେତେବେଳେ: <ol> <li> ଆପଣଙ୍କ ଟାବଲେଟର ଡିଫଲ୍ଟ ସର୍ବନିମ୍ନ ଉଜ୍ଜ୍ୱଳତା ଏବେ ବି ଅତ୍ୟଧିକ ଉଜ୍ଜ୍ୱଳ ଅଛି</li> <li> ରାତିରେ କିମ୍ବା ଶୋଇବା ପୂର୍ବରୁ ଏକ ଅନ୍ଧାରୁଆ ରୁମ ଭଳି ଅନ୍ଧକାର ସ୍ଥିତିରେ ଆପଣ ଆପଣଙ୍କ ଟାବଲେଟ ବ୍ୟବହାର କରୁଛନ୍ତି</li> </ol>"
"ଫୋନ୍ର ସାଧାରଣ ବ୍ୟାକ୍ଗ୍ରାଉଣ୍ଡ ବ୍ୟାଟେରୀ ବ୍ୟବହାର ରହିଛି"
"ଟାବଲେଟ୍ର ବିଶେଷ ବ୍ୟାକ୍ଗ୍ରାଉଣ୍ଡ ବ୍ୟାଟେରୀ ବ୍ୟବହାର ରହିଛି"
"ଡିଭାଇସ୍ର ବିଶେଷ ବ୍ୟାକ୍ଗ୍ରାଉଣ୍ଡ ବ୍ୟାଟେରୀ ବ୍ୟବହାର ରହିଛି"
"ଉଚ୍ଚ ତାପମାତ୍ରା ଏବଂ ଅଧିକ ସମୟର ଚାର୍ଜିଂ ଅବଧି ପରି ନିର୍ଦ୍ଦିଷ୍ଟ ଅବସ୍ଥାଗୁଡ଼ିକରେ, ବ୍ୟାଟେରୀ ହେଲ୍ଥକୁ ସଂରକ୍ଷିତ ରଖିବାରେ ସାହାଯ୍ୟ କରିବା ପାଇଁ ଚାର୍ଜିଂକୁ %1$sରେ ସୀମିତ ରଖାଯାଇପାରେ।\n\nସେହି ଅବସ୍ଥାଗୁଡ଼ିକ ସମାପ୍ତ ହେଲେ, ଆପଣଙ୍କ ଫୋନ୍ ସ୍ୱାଭାବିକ ରୂପେ ସ୍ୱଚାଳିତ ଭାବେ ଚାର୍ଜ ହେବ।"
"ଉଚ୍ଚ ତାପମାତ୍ରା ଏବଂ ଅଧିକ ସମୟର ଚାର୍ଜିଂ ଅବଧି ପରି ନିର୍ଦ୍ଦିଷ୍ଟ ଅବସ୍ଥାଗୁଡ଼ିକରେ, ବ୍ୟାଟେରୀ ହେଲ୍ଥକୁ ସଂରକ୍ଷିତ ରଖିବାରେ ସାହାଯ୍ୟ କରିବା ପାଇଁ ଚାର୍ଜିଂକୁ %1$sରେ ସୀମିତ ରଖାଯାଇପାରେ।\n\nସେହି ଅବସ୍ଥାଗୁଡ଼ିକ ସମାପ୍ତ ହେଲେ, ଆପଣଙ୍କ ଟାବଲେଟ୍ ସ୍ୱାଭାବିକ ରୂପେ ସ୍ୱଚାଳିତ ଭାବେ ଚାର୍ଜ ହେବ।"
"ଆପଣ ଆପଣଙ୍କ ଫୋନକୁ ସାଧାରଣ ଅପେକ୍ଷା ଅଧିକ ବ୍ୟବହାର କରିଥିବା ଯୋଗୁଁ, ଆପଣଙ୍କ ବ୍ୟାଟେରୀ ସାଧାରଣତଃ ଚାଲୁଥିବା ସମୟ ଠାରୁ ଶୀଘ୍ର ସରିଯାଇପାରେ।\n\nସବୁଠାରୁ ଅଧିକ ବ୍ୟାଟେରୀ ବ୍ୟବହାର କରୁଥିବା ଆପଗୁଡ଼ିକ:"
"ଆପଣ ଆପଣଙ୍କ ଟାବଲେଟକୁ ସାଧାରଣ ଅପେକ୍ଷା ଅଧିକ ବ୍ୟବହାର କରିଥିବା ଯୋଗୁଁ, ଆପଣଙ୍କ ବ୍ୟାଟେରୀ ସାଧାରଣତଃ ଚାଲୁଥିବା ସମୟ ଠାରୁ ଶୀଘ୍ର ସରିଯାଇପାରେ।\n\nସବୁଠାରୁ ଅଧିକ ବ୍ୟାଟେରୀ ବ୍ୟବହାର କରୁଥିବା ଆପଗୁଡ଼ିକ:"
"ଆପଣ ଆପଣଙ୍କ ଡିଭାଇସକୁ ସାଧାରଣ ଅପେକ୍ଷା ଅଧିକ ବ୍ୟବହାର କରିଥିବା ଯୋଗୁଁ, ଆପଣଙ୍କ ବ୍ୟାଟେରୀ ସାଧାରଣତଃ ଚାଲୁଥିବା ସମୟ ଠାରୁ ଶୀଘ୍ର ସରିଯାଇପାରେ।\n\nସବୁଠାରୁ ଅଧିକ ବ୍ୟାଟେରୀ ବ୍ୟବହାର କରୁଥିବା ଆପଗୁଡ଼ିକ:"
"ଆପଣଙ୍କର ଆପ୍ସ ସାଧାରଣ ଭାବେ ବ୍ୟାଟେରୀ ଖର୍ଚ୍ଚ କରୁଛି। ଯଦି ଆପ୍ସ ଅଧିକ ବ୍ୟାଟେରୀ ଖର୍ଚ୍ଚ କରେ, ତେବେ ଆପଣଙ୍କ ଫୋନ୍ ପଦକ୍ଷେପ ନେବା ପାଇଁ ଆପଣଙ୍କୁ ପରାମର୍ଶ ଦେବ। \n\n ବ୍ୟାଟେରୀ ଅଧିକ ଖର୍ଚ୍ଚ ହେଉଥିଲେ ଆପଣ ସର୍ବଦା ବ୍ୟାଟେରୀ ସେଭର୍କୁ ଚାଲୁ କରିପାରିବେ।"
"ଆପଣଙ୍କର ଆପଗୁଡ଼ିକ ସାଧାରଣ ଭାବେ ବ୍ୟାଟେରୀ ଖର୍ଚ୍ଚ କରୁଛନ୍ତି। ଯଦି ଆପଗୁଡ଼ିକ ଅଧିକ ବ୍ୟାଟେରୀ ଖର୍ଚ୍ଚ କରନ୍ତି, ତେବେ ଆପଣଙ୍କ ଟାବଲେଟ୍ ପଦକ୍ଷେପ ନେବା ପାଇଁ ଆପଣଙ୍କୁ ପରାମର୍ଶ ଦେବ। \n\n ବ୍ୟାଟେରୀ ଅଧିକ ଖର୍ଚ୍ଚ ହେଉଥିଲେ ଆପଣ ସର୍ବଦା ବ୍ୟାଟେରୀ ସେଭର୍କୁ ଚାଲୁ କରିପାରିବେ।"
"ଆପଣଙ୍କର ଆପ୍ ସାଧାରଣ ଭାବେ ବ୍ୟାଟେରୀ ଖର୍ଚ୍ଚ କରୁଛି। ଯଦି ଆପ୍ ଅଧିକ ବ୍ୟାଟେରୀ ଖର୍ଚ୍ଚ କରନ୍ତି, ତେବେ ଡିଭାଇସ୍ ପଦକ୍ଷେପ ନେବା ପାଇଁ ଆପଣଙ୍କୁ ପରାମର୍ଶ ଦେବ। \n\n ବ୍ୟାଟେରୀ ଅଧିକ ଖର୍ଚ୍ଚ ହେଉଥିଲେ ଆପଣ ସର୍ବଦା ବ୍ୟାଟେରୀ ସେଭର୍କୁ ଚାଲୁ କରିପାରିବେ।"
"ଆପଣ ଅଧିକାଂଶ ସମୟରେ ବ୍ୟବହାର କରୁନଥିବା ଆପ୍ ପାଇଁ ବ୍ୟାଟେରୀ ବ୍ୟବହାରକୁ ସୀମିତ କରନ୍ତୁ"
"ଫୋନ ଚାର୍ଜ ହେଉଥିବା ସମୟରେ ବେଟେରୀ ବ୍ୟବହାର ଏବଂ ସ୍କ୍ରିନ ସମୟକୁ ମାପ କରାଯାଏ ନାହିଁ"
"ଟାବଲେଟ ଚାର୍ଜ ହେଉଥିବା ସମୟରେ ବେଟେରୀ ବ୍ୟବହାର ଏବଂ ସ୍କ୍ରିନ ସମୟକୁ ମାପ କରାଯାଏ ନାହିଁ"
"ଡିଭାଇସ ଚାର୍ଜ ହେଉଥିବା ସମୟରେ ବେଟେରୀ ବ୍ୟବହାର ଏବଂ ସ୍କ୍ରିନ ସମୟକୁ ମାପ କରାଯାଏ ନାହିଁ"
"ଷ୍ଟୋରେଜରୁ ସାର୍ଟିଫିକେଟ ଇନଷ୍ଟଲ କରନ୍ତୁ"
"SD କାର୍ଡରୁ ସାର୍ଟିଫିକେଟ ଇନଷ୍ଟଲ କରନ୍ତୁ"
"ଏହି ଆକାଉଣ୍ଟକୁ କାଢ଼ିଦେଲେ, ଟାବଲେଟ୍ରେ ଥିବା ସମସ୍ତ ମେସେଜ୍, ଯୋଗାଯୋଗ ଓ ଅନ୍ୟାନ୍ୟ ଡାଟା ଡିଲିଟ୍ ହୋଇଯିବ"
"ଏହି ଆକାଉଣ୍ଟକୁ କାଢ଼ିବା ଫଳରେ ଏହାର ସମସ୍ତ ମେସେଜ, କଣ୍ଟାକ୍ଟ ଏବଂ ଫୋନରୁ ଅନ୍ୟ ଡାଟା ଡିଲିଟ ହୋଇଯିବ!"
"ଏହି ଆକାଉଣ୍ଟକୁ କାଢ଼ିଦେଲେ, ଡିଭାଇସ୍ରେ ଥିବା ସମସ୍ତ ମେସେଜ୍, ଯୋଗାଯୋଗ ଓ ଅନ୍ୟାନ୍ୟ ଡାଟା ଡିଲିଟ୍ ହୋଇଯିବ!"
"ୱେବ୍ରେ ଆପଣ ନିଜ ଆକାଉଣ୍ଟରେ ଯାହାକିଛି ବି ପରିବର୍ତ୍ତନ କରିବେ, ତାହା ଅଟୋମେଟିକାଲୀ ଆପଣଙ୍କ ଟାବ୍ଲେଟ୍କୁ ଚାଲିଆସିବ।\n\nକେତେକ ଆକାଉଣ୍ଟ, ଟାବ୍ଲେଟ୍ରେ କରାଯାଇଥିବା ପରିବର୍ତ୍ତନକୁ ଅଟୋମେଟିକଲୀ ୱେବ୍କୁ ନେଇଯାଆନ୍ତି। ଗୋଟିଏ ଗୁଗଲ୍ ଆକାଉଣ୍ଟ, ଏହିପରି କାମ କରିଥାଏ।"
"ୱେବ୍ରେ ଆପଣ ନିଜ ଆକାଉଣ୍ଟରେ ଯାହାକିଛି ବି ପରିବର୍ତ୍ତନ କରିବେ, ତାହା ସ୍ୱତଃ ଆପଣଙ୍କ ଫୋନ୍କୁ ଚାଲିଆସିବ।\n\nକେତେକ ଆକାଉଣ୍ଟ, ଫୋନ୍ରେ କରାଯାଇଥିବା ପରିବର୍ତ୍ତନକୁ ସ୍ୱତଃ ୱେବ୍କୁ ନେଇଯାଆନ୍ତି। ଗୋଟିଏ Google ଆକାଉଣ୍ଟ, ଏହିପରି କାମ କରିଥାଏ।"
"ସେଟ୍ କରାଯାଇଥିବା ସୀମାରେ ପହଞ୍ଚିବା ପରେ ଆପଣଙ୍କ ଟାବ୍ଲେଟ୍, ମୋବାଇଲ୍ ଡାଟାକୁ ବନ୍ଦ କରିଦେବ।\n\nଆପଣଙ୍କ ଟାବ୍ଲେଟ୍ ଓ ମୋବାଇଲ୍ ନେଟ୍ୱର୍କ ବାହକଙ୍କର ଡାଟା ବ୍ୟବହାର ଗଣନା ଭିନ୍ନ ହୋଇଥିବାରୁ, ଏକ ସଂକୁଚିତ ସୀମା ନିର୍ଦ୍ଧାରଣ କରନ୍ତୁ।"
"ଡାଟାର ବ୍ୟବହାର ଆପଣ ସେଟ୍ କରିଥିବା ସୀମାରେ ପହଞ୍ଚିଗଲେ, ଆପଣଙ୍କ ଫୋନ୍ ମୋବାଇଲ୍ ଡାଟାକୁ ବନ୍ଦ କରିଦେବ।\n\nଯେହେତୁ ଡାଟା ବ୍ୟବହାରର ହିସାବ ଆପଣଙ୍କ ଫୋନ୍ ରଖିଥାଏ ଏବଂ ଆପଣଙ୍କ କ୍ୟାରିଅର୍ ଭିନ୍ନ ଭାବେ ଡାଟାର ବ୍ୟବହାରକୁ ଗଣନା କରିପାରେ, ତେଣୁ ଏକ କନଜାର୍ଭେଟିଭ୍ ସୀମା ସେଟ୍ କରିବା ବିଷୟରେ ବିଚାର କରନ୍ତୁ।"
"ନୂଆ ଉପଯୋଗକର୍ତ୍ତାଙ୍କୁ ଯୋଗ କରି ଆପଣଙ୍କ ଡିଭାଇସ ସେୟାର କରନ୍ତୁ। କଷ୍ଟମ ହୋମ ସ୍କ୍ରିନ, ଆକାଉଣ୍ଟ, ଆପ୍ସ, ସେଟିଂସ ଏବଂ ଅଧିକ ପାଇଁ ଆପଣଙ୍କ ଡିଭାଇସରେ ପ୍ରତ୍ୟକ ଉପଯୋଗକର୍ତ୍ତାଙ୍କ ପାଇଁ ଏକ ବ୍ୟକ୍ତିଗତ ସ୍ପେସ ରହିଛି।"
"ନୂଆ ୟୁଜର ଯୋଗ କରି ଆପଣଙ୍କ ଟାବଲେଟ ସେୟାର କରନ୍ତୁ। କଷ୍ଟମ ହୋମ ସ୍କ୍ରିନ, ଆକାଉଣ୍ଟ, ଆପ୍ସ, ସେଟିଂସ ଏବଂ ଅଧିକ ପାଇଁ ଆପଣଙ୍କ ଟାବଲେଟରେ ପ୍ରତି ୟୁଜରଙ୍କର ଏକ ବ୍ୟକ୍ତିଗତ ସ୍ଥାନ ରହିଛି।"
"ନୂଆ ୟୁଜରଙ୍କୁ ଯୋଗ କରି ଆପଣଙ୍କ ଫୋନ ସେୟାର କରନ୍ତୁ। କଷ୍ଟମ ହୋମ ସ୍କ୍ରିନ, ଆକାଉଣ୍ଟ, ଆପ୍ସ, ସେଟିଂସ ଏବଂ ଆହୁରି ଅଧିକ ପାଇଁ ଆପଣଙ୍କ ଫୋନରେ ପ୍ରତ୍ୟେକ ୟୁଜରଙ୍କ ପାଇଁ ଏକ ବ୍ୟକ୍ତିଗତ ସ୍ପେସ ରହିଛି।"
"କେବଳ ଟାବ୍ଲେଟ୍ର ମାଲିକ ହିଁ ଉପଯୋଗକର୍ତ୍ତାଙ୍କ ପରିଚାଳନା କରିପାରିବେ।"
"କେବଳ ଫୋନ୍ର ମାଲିକ ଉପଯୋଗକର୍ତ୍ତାଙ୍କୁ ପରିଚାଳନା କରିପାରିବେ।"
"ଏହି ଟାବ୍ଲେଟ୍ରେ ଥିବା ଆପଣଙ୍କର ସ୍ଥାନ ଓ ଡାଟା ହରାଇବେ। ଆପଣ ଏହିଗୁଡ଼ିକୁ ପୁଣି ଫେରି ପାଇବେ ନାହିଁ।"
"ଆପଣ, ଏହି ଫୋନ୍ରେ ନିଜସ୍ୱ ସ୍ଥାନ ଓ ଡାଟା ହରାଇବେ। ଏହାକୁ ଆପଣ ପୂର୍ବାବସ୍ଥାକୁ ଫେରାଇ ଆଣିପାରିବେ ନାହିଁ।"
"ସହାୟତା ଆର୍ଟିକିଲ୍, ଫୋନ୍ ଓ ଚାଟ୍"
"ସହାୟତା ଆର୍ଟିକିଲ, ଟାବଲେଟ ଏବଂ ଚାଟ"
"ସହାୟତା ଆର୍ଟିକିଲ, ଡିଭାଇସ ଏବଂ ଚାଟ"
"ଫୋନ୍ ଚେକ୍ କରିବାକୁ ଦୁଇଥର-ଟାପ୍ କରନ୍ତୁ"
"ଟାବ୍ଲେଟ୍ ଯାଞ୍ଚ କରିବାକୁ ଡବଲ୍-ଟାପ୍ କରନ୍ତୁ"
"ଡିଭାଇସ୍ ଯାଞ୍ଚ କରିବାକୁ ଡବଲ୍-ଟାପ୍ କରନ୍ତୁ"
"ଫୋନ୍ ଚେକ୍ କରିବା ପାଇଁ ଉଠାନ୍ତୁ"
"ଟାବଲେଟ ଯାଞ୍ଚ କରିବାକୁ ଉଠାନ୍ତୁ"
"ଡିଭାଇସ୍ ଯାଞ୍ଚ କରିବାକୁ ଉଠାନ୍ତୁ"
"ସମୟ, ବିଜ୍ଞପ୍ତି, ଏବଂ ଅନ୍ୟ ସୂଚନା ଦେଖିବାକୁ, ଆପଣଙ୍କ ଫୋନ୍ ଉଠାନ୍ତୁ।"
"ସମୟ, ବିଜ୍ଞପ୍ତି, ଏବଂ ଅନ୍ୟ ସୂଚନା ଦେଖିବାକୁ, ଆପଣଙ୍କ ଟାବ୍ଲେଟ୍ ଉଠାନ୍ତୁ।"
"ସମୟ, ବିଜ୍ଞପ୍ତି, ଏବଂ ଅନ୍ୟ ସୂଚନା ଦେଖିବାକୁ, ଆପଣଙ୍କ ଡିଭାଇସ୍ ଉଠାନ୍ତୁ।"
"ଫୋନ୍ ଚେକ୍ କରିବାକୁ ଟାପ୍ କରନ୍ତୁ"
"ଟାବଲେଟ ଯାଞ୍ଚ କରିବା ପାଇଁ ଟାପ କରନ୍ତୁ"
"ଡିଭାଇସ୍ ଯାଞ୍ଚ କରିବାକୁ ଟାପ୍ କରନ୍ତୁ"
"ବିଜ୍ଞପ୍ତିଗୁଡ଼ିକୁ ଦେଖିବା ପାଇଁ, ନିଜ ଫୋନ୍ ପଛପଟେ ଥିବା ଫିଙ୍ଗରପ୍ରିଣ୍ଟ ସେନ୍ସର୍ ଉପରେ ଆଙ୍ଗୁଠି ରଖି ତଳକୁ ସ୍ୱାଇପ୍ କରନ୍ତୁ।"
"ବିଜ୍ଞପ୍ତିଗୁଡ଼ିକୁ ଦେଖିବା ପାଇଁ, ନିଜ ଟ୍ୟାବଲେଟ୍ ପଛପଟେ ଥିବା ଟିପଚିହ୍ନ ସେନ୍ସର୍ ଉପରେ ଆଙ୍ଗୁଠି ରଖି ତଳକୁ ସ୍ୱାଇପ୍ କରନ୍ତୁ।"
"ବିଜ୍ଞପ୍ତିଗୁଡ଼ିକୁ ଦେଖିବା ପାଇଁ, ନିଜ ଡିଭାଇସ ପଛପଟେ ଥିବା ଫିଙ୍ଗରପ୍ରିଣ୍ଟ ସେନ୍ସର୍ ଉପରେ ଆଙ୍ଗୁଠି ରଖି ତଳକୁ ସ୍ୱାଇପ୍ କରନ୍ତୁ।"
"2ଟି ସିମ୍ ବ୍ୟବହାର କରାଯାଉଥିବା ସମୟରେ, ଏହି ଫୋନ୍ 4Gରେ ସୀମିତ ରହିବ। ""ଅଧିକ ଜାଣନ୍ତୁ"
"2ଟି ସିମ୍ ବ୍ୟବହାର କରାଯାଉଥିବା ସମୟରେ, ଏହି ଟାବଲେଟ୍ 4Gରେ ସୀମିତ ରହିବ। ""ଅଧିକ ଜାଣନ୍ତୁ"
"2ଟି ସିମ୍ ବ୍ୟବହାର କରାଯାଉଥିବା ସମୟରେ, ଏହି ଡିଭାଇସ୍ 4Gରେ ସୀମିତ ରହିବ। ""ଅଧିକ ଜାଣନ୍ତୁ"
"ଏହା ଆପଣଙ୍କ ଫୋନ୍ କଲକୁ ସମାପ୍ତ କରିବ।"
"ଏହା ଆପଣଙ୍କ ଫୋନ୍ କଲକୁ ସମାପ୍ତ କରିବ।"
"ଆପଣଙ୍କ ଫୋନ ଫେକ୍ଟୋରୀ ସେଟିଂସରେ ରିସେଟ ହୋଇଛି। ଏହାକୁ ବ୍ୟବହାର କରିବାକୁ ଆପଣଙ୍କ ପୂର୍ବବର୍ତ୍ତୀ ପାଟର୍ନ ଲେଖନ୍ତୁ।"
"ଆପଣଙ୍କ ଟାବଲେଟ ଫେକ୍ଟୋରୀ ସେଟିଂସରେ ରିସେଟ ହୋଇଛି। ଏହାକୁ ବ୍ୟବହାର କରିବାକୁ ଆପଣଙ୍କ ପୂର୍ବବର୍ତ୍ତୀ ପାଟର୍ନ ଲେଖ।"
"ଆପଣଙ୍କ ଡିଭାଇସ ଫେକ୍ଟୋରୀ ସେଟିଂସରେ ରିସେଟ ହୋଇଛି। ଏହାକୁ ବ୍ୟବହାର କରିବାକୁ ଆପଣଙ୍କ ପୂର୍ବବର୍ତ୍ତୀ ପାଟର୍ନ ଲେଖ।"
"ଆପଣଙ୍କ ଫୋନ ଫେକ୍ଟୋରୀ ସେଟିଂସରେ ରିସେଟ ହୋଇଛି। ଏହାକୁ ବ୍ୟବହାର କରିବାକୁ ଆପଣଙ୍କ ପୂର୍ବବର୍ତ୍ତୀ PIN ଲେଖନ୍ତୁ।"
"ଆପଣଙ୍କ ଟାବଲେଟ ଫେକ୍ଟୋରୀ ସେଟିଂସରେ ରିସେଟ ହୋଇଛି। ଏହାକୁ ବ୍ୟବହାର କରିବାକୁ ଆପଣଙ୍କ ପୂର୍ବବର୍ତ୍ତୀ PIN ଲେଖନ୍ତୁ।"
"ଆପଣଙ୍କ ଡିଭାଇସ ଫେକ୍ଟୋରୀ ସେଟିଂସରେ ରିସେଟ ହୋଇଛି। ଏହାକୁ ବ୍ୟବହାର କରିବାକୁ ଆପଣଙ୍କ ପୂର୍ବବର୍ତ୍ତୀ PIN ଲେଖନ୍ତୁ।"
"ଆପଣଙ୍କ ଫୋନ ଫେକ୍ଟୋରୀ ସେଟିଂସରେ ରିସେଟ ହୋଇଛି। ଏହାକୁ ବ୍ୟବହାର କରିବାକୁ ଆପଣଙ୍କ ପୂର୍ବବର୍ତ୍ତୀ ପାସୱାର୍ଡ ଲେଖ।"
"ଆପଣଙ୍କ ଟାବଲେଟ ଫେକ୍ଟୋରୀ ସେଟିଂସରେ ରିସେଟ ହୋଇଛି। ଏହାକୁ ବ୍ୟବହାର କରିବାକୁ ଆପଣଙ୍କ ପୂର୍ବବର୍ତ୍ତୀ ପାସୱାର୍ଡ ଲେଖ।"
"ଆପଣଙ୍କ ଡିଭାଇସ ଫେକ୍ଟୋରୀ ସେଟିଂସରେ ରିସେଟ ହୋଇଛି। ଏହାକୁ ବ୍ୟବହାର କରିବାକୁ ଆପଣଙ୍କ ପୂର୍ବବର୍ତ୍ତୀ ପାସୱାର୍ଡ ଲେଖ।"
"ବେଟେରୀ ଧୀରେ ଚାର୍ଜ ହେଉଛି କିମ୍ବା ଏହା ଚାର୍ଜ ହେବ ନାହିଁ। କେବୁଲ ଏବଂ ପାୱାର ଆଡାପ୍ଟର ଆପଣଙ୍କ ଫୋନ ସହ କାମ କରୁଛି ନା ନାହିଁ ତାହା ଯାଞ୍ଚ କରନ୍ତୁ"
"ବେଟେରୀ ଧୀରେ ଚାର୍ଜ ହେଉଛି କିମ୍ବା ଏହା ଚାର୍ଜ ହେବ ନାହିଁ। କେବୁଲ ଏବଂ ପାୱାର ଆଡାପ୍ଟର ଆପଣଙ୍କ ଡିଭାଇସ ସହ କାମ କରୁଛି ନା ନାହିଁ ତାହା ଯାଞ୍ଚ କରନ୍ତୁ"
"ବେଟେରୀ ଧୀରେ ଚାର୍ଜ ହେଉଛି କିମ୍ବା ଏହା ଚାର୍ଜ ହେବ ନାହିଁ। କେବୁଲ ଏବଂ ପାୱାର ଆଡାପ୍ଟର ଆପଣଙ୍କ ଟାବଲେଟ ସହ କାମ କରୁଛି ନା ନାହିଁ ତାହା ଯାଞ୍ଚ କରନ୍ତୁ"
"ଆପଣଙ୍କ ଫୋନକୁ ଅନଲକ ନକରି"
"ଆପଣଙ୍କ ଟାବଲେଟକୁ ଅନଲକ ନକରି"
"ଆପଣ ଆପଣଙ୍କ ଫୋନକୁ ପୋର୍ଟ୍ରେଟ ଓ ଲାଣ୍ଡସ୍କେପ ମଧ୍ୟରେ ମୁଭ କଲେ"
"ଆପଣ ଆପଣଙ୍କ ଟାବଲେଟକୁ ପୋର୍ଟ୍ରେଟ ଓ ଲାଣ୍ଡସ୍କେପ ମଧ୍ୟରେ ମୁଭ କଲେ"