"ଶୀଘ୍ର ଚାର୍ଜିଂ ପାଇଁ ଫୋନ୍‌କୁ ଠିକ୍ ଭାବରେ ରଖନ୍ତୁ" "ୱାୟାର୍‌ଲେସ୍ ଭାବେ ଚାର୍ଜ କରିବାକୁ ଫୋନ୍‌କୁ ଠିକ୍ ଭାବରେ ରଖନ୍ତୁ" "Android TV ଡିଭାଇସ୍ ଶୀଘ୍ର ବନ୍ଦ ହୋଇଯିବ; ଏହା ଚାଲୁ ରଖିବା ପାଇଁ ଏକ ବଟନ୍ ଦବାନ୍ତୁ।" "ଡିଭାଇସ୍‌ଟି ଶୀଘ୍ର ବନ୍ଦ ହୋଇଯିବ; ଏହାକୁ ଚାଲୁ ରଖିବା ପାଇଁ ଦବାନ୍ତୁ।" "ଟାବଲେଟରେ କୌଣସି SIM ନାହିଁ।" "ଫୋନରେ କୌଣସି SIM ନାହିଁ।" "PIN କୋଡ୍‌ଗୁଡ଼ିକ ମେଳ ଖାଉନାହିଁ" "ଆପଣ ଟାବ୍‌ଲେଟ୍‌କୁ ଅନ୍‌ଲକ୍ କରିବାକୁ %1$dଥର ଭୁଲ ପ୍ରୟାସ କରିଛନ୍ତି। ଆଉ %2$dଟି ଭୁଲ୍ ପ୍ରୟାସ ପରେ, ଏହି ଟାବ୍‌ଲେଟ୍‌କୁ ରିସେଟ୍ କରିଦିଆଯିବ, ଯାହାଦ୍ୱାରା ଏହାର ସମସ୍ତ ଡାଟା ଡିଲିଟ୍ ହେବ।" "ଆପଣ ଫୋନ୍‌କୁ ଅନ୍‌ଲକ୍ କରିବାକୁ %1$dଥର ଭୁଲ ପ୍ରୟାସ କରିଛନ୍ତି। ଆଉ %2$dଟି ଭୁଲ୍ ପ୍ରୟାସ ପରେ, ଏହି ଫୋନ୍‌କୁ ରିସେଟ୍ କରିଦିଆଯିବ, ଯାହାଦ୍ୱାରା ଏହାର ସମସ୍ତ ଡାଟା ଡିଲିଟ୍ ହେବ।" "ଆପଣ ଟାବ୍‌ଲେଟ୍‌କୁ ଅନ୍‌ଲକ୍ କରିବାକୁ %dଥର ଭୁଲ ପ୍ରୟାସ କରିଛନ୍ତି। ଏହି ଟାବ୍‌ଲେଟ୍‌ଟି ରିସେଟ୍ କରିଦିଆଯିବ, ଫଳରେ ଏହାର ସମସ୍ତ ଡାଟା ଡିଲିଟ୍ ହେବ।" "ଆପଣ ଫୋନ୍‌କୁ ଅନ୍‌ଲକ୍ କରିବାକୁ %dଥର ଭୁଲ ପ୍ରୟାସ କରିଛନ୍ତି। ଏହି ଫୋନ୍‌ଟି ରିସେଟ୍ କରିଦିଆଯିବ, ଫଳରେ ଏହାର ସମସ୍ତ ଡାଟା ଡିଲିଟ୍ ହେବ।" "ଆପଣ ଟାବଲେଟକୁ ଅନଲକ କରିବାକୁ %1$dଥର ଭୁଲ ପ୍ରୟାସ କରିଛନ୍ତି। ଆଉ %2$d ଭୁଲ ପ୍ରୟାସ ପରେ, ଏହି ୟୁଜର ପ୍ରୋଫାଇଲ୍କୁ କାଢ଼ି ଦିଆଯିବ, ଯାହା ଫଳରେ ସମସ୍ତ ୟୁଜର ଡାଟା ଡିଲିଟ ହୋଇଯିବ।" "ଆପଣ ଫୋନକୁ ଅନଲକ କରିବାକୁ %1$dଥର ଭୁଲ ପ୍ରୟାସ କରିଛନ୍ତି। ଆଉ %2$d ଭୁଲ ପ୍ରୟାସ ପରେ, ଏହି ୟୁଜର ପ୍ରୋଫାଇଲକୁ କାଢ଼ି ଦିଆଯିବ, ଯାହା ଫଳରେ ସମସ୍ତ ୟୁଜର ଡାଟା ଡିଲିଟ ହୋଇଯିବ।" "ଆପଣ ଟାବଲେଟକୁ ଅନଲକ କରିବାକୁ %dଥର ଭୁଲ ପ୍ରୟାସ କରିଛନ୍ତି। ଏହି ୟୁଜରଙ୍କୁ କାଢ଼ି ଦିଆଯିବ, ଯାହାଦ୍ୱାରା ସମସ୍ତ ୟୁଜର ଡାଟା ଡିଲିଟ ହୋଇଯିବ।" "ଆପଣ ଫୋନକୁ ଅନଲକ କରିବାକୁ %dଥର ଭୁଲ ପ୍ରୟାସ କରିଛନ୍ତି। ଏହି ୟୁଜରଙ୍କୁ ବାହାର କରିଦିଆଯିବ, ଯାହା ଦ୍ୱାରା ସମସ୍ତ ୟୁଜର ଡାଟା ଡିଲିଟ ହେବ।" "ଆପଣ ଟାବ୍‌ଲେଟ୍‌କୁ ଅନ୍‌ଲକ୍ କରିବାକୁ %1$dଥର ଭୁଲ ପ୍ରୟାସ କରିଛନ୍ତି। ଆଉ %2$dଟି ଭୁଲ୍ ପ୍ରୟାସ ପରେ, ୱାର୍କ ପ୍ରୋଫାଇଲ୍‌କୁ ବାହାର କରିଦିଆଯିବ, ଯାହା ଫଳରେ ସମସ୍ତ ପ୍ରୋଫାଇଲ୍ ଡାଟା ଡିଲିଟ୍ ହେବ।" "ଆପଣ ଫୋନ୍‌କୁ ଅନ୍‌ଲକ୍ କରିବାକୁ %1$dଥର ଭୁଲ ପ୍ରୟାସ କରିଛନ୍ତି। ଆଉ %2$dଟି ଭୁଲ୍ ପ୍ରୟାସ ପରେ, ୱାର୍କ ପ୍ରୋଫାଇଲ୍‌କୁ ବାହାର କରିଦିଆଯିବ, ଯାହା ଫଳରେ ସମସ୍ତ ପ୍ରୋଫାଇଲ୍ ଡାଟା ଡିଲିଟ୍ ହେବ।" "ଆପଣ ଟାବ୍‌ଲେଟ୍‌କୁ ଅନ୍‌ଲକ୍ କରିବାକୁ%dଥର ଭୁଲ ପ୍ରୟାସ କରିଛନ୍ତି। କାର୍ଯ୍ୟ ପ୍ରୋଫାଇଲ୍ ବାହାର କରିଦିଆଯିବ, ଯାହା ଫଳରେ ସମସ୍ତ ପ୍ରୋଫାଇଲ୍ ଡାଟା ଡିଲିଟ୍ ହେବ।" "ଆପଣ ଫୋନ୍‌କୁ ଅନ୍‌ଲକ୍ କରିବାକୁ%dଥର ଭୁଲ ପ୍ରୟାସ କରିଛନ୍ତି। କାର୍ଯ୍ୟ ପ୍ରୋଫାଇଲ୍ ବାହାର କରିଦିଆଯିବ, ଯାହା ଫଳରେ ସମସ୍ତ ପ୍ରୋଫାଇଲ୍ ଡାଟା ଡିଲିଟ୍ ହେବ।" "ଆପଣ ଆପଣଙ୍କ ଅନ୍‌ଲକ୍ ପାଟର୍ନକୁ %1$dଥର ଭୁଲ ଭାବେ ଡ୍ର କରିଛନ୍ତି। ଆଉ %2$dଟି ଭୁଲ ପ୍ରୟାସ ପରେ ଆପଣଙ୍କୁ ଏକ ଇମେଲ୍ ଆକାଉଣ୍ଟ ବ୍ୟବହାର କରି ଆପଣଙ୍କ ଟାବ୍‌ଲୋଟ୍‌କୁ ଅନ୍‌ଲକ୍ କରିବା ପାଇଁ କୁହାଯିବ।\n\n %3$d ସେକେଣ୍ଡ ପରେ ପୁଣି ଚେଷ୍ଟା କରନ୍ତୁ।" "ଆପଣ ଆପଣଙ୍କ ଅନ୍‌ଲକ୍ ପାଟର୍ନକୁ %1$dଥର ଭୁଲ ଭାବେ ଡ୍ର କରିଛନ୍ତି। ଆଉ %2$dଟି ଭୁଲ ପ୍ରୟାସ ପରେ ଆପଣଙ୍କୁ ଏକ ଇମେଲ୍ ଆକାଉଣ୍ଟ ବ୍ୟବହାର କରି ଆପଣଙ୍କ ଫୋନ୍‌କୁ ଅନ୍‌ଲକ୍‌ କରିବା ପାଇଁ କୁହାଯିବ।\n\n %3$d ସେକେଣ୍ଡ ପରେ ପୁଣି ଚେଷ୍ଟା କରନ୍ତୁ।" "ଗରମ ହେବା ଯୋଗୁଁ ଫୋନଟି ବନ୍ଦ ହୋଇଯାଇଛି" "ଗରମ ହେବା ଯୋଗୁଁ ଡିଭାଇସଟି ବନ୍ଦ ହୋଇଯାଇଛି" "ଗରମ ହେବା ଯୋଗୁଁ ଟାବଲେଟଟି ବନ୍ଦ ହୋଇଯାଇଛି" "ଆପଣଙ୍କ ଫୋନ ବର୍ତ୍ତମାନ ସ୍ୱାଭାବିକ ଭାବେ ଚାଲୁଛି।\nଅଧିକ ସୂଚନା ପାଇଁ ଟାପ କରନ୍ତୁ" "ଆପଣଙ୍କ ଡିଭାଇସ ବର୍ତ୍ତମାନ ସ୍ୱାଭାବିକ ଭାବେ ଚାଲୁଛି।\nଅଧିକ ସୂଚନା ପାଇଁ ଟାପ କରନ୍ତୁ" "ଆପଣଙ୍କ ଟାବଲେଟ ବର୍ତ୍ତମାନ ସ୍ୱାଭାବିକ ଭାବେ ଚାଲୁଛି।\nଅଧିକ ସୂଚନା ପାଇଁ ଟାପ କରନ୍ତୁ" "ଆପଣଙ୍କ ଫୋନଟି ଅତ୍ୟଧିକ ଗରମ ଥିବା ଯୋଗୁଁ ଥଣ୍ଡା କରାଯିବାକୁ ଏହାକୁ ବନ୍ଦ କରାଯାଇଛି। ଆପଣଙ୍କ ଫୋନ ବର୍ତ୍ତମାନ ସ୍ୱାଭାବିକ ଭାବେ ଚାଲୁଛି।\n\nଆପଣଙ୍କ ଫୋନ ଅତ୍ୟଧିକ ଗରମ ହୋଇଯାଇପାରେ ଯଦି ଆପଣ:\n • ରିସୋର୍ସ-ଇଣ୍ଟେନସିଭ ଆପ୍ସ (ଯେପରି ଗେମିଂ, ଭିଡିଓ କିମ୍ବା ନେଭିଗେସନ ଆପ୍ସ) ବ୍ୟବହାର କରନ୍ତି\n • ବଡ଼ ଫାଇଲଗୁଡ଼ିକ ଡାଉନଲୋଡ କିମ୍ବା ଅପଲୋଡ କରନ୍ତି\n • ଅଧିକ ତାପମାତ୍ରାରେ ଆପଣଙ୍କ ଫୋନ ବ୍ୟବହାର କରନ୍ତି" "ଆପଣଙ୍କ ଡିଭାଇସଟି ଅତ୍ୟଧିକ ଗରମ ଥିବା ଯୋଗୁଁ ଥଣ୍ଡା କରାଯିବାକୁ ଏହାକୁ ବନ୍ଦ କରାଯାଇଛି। ଆପଣଙ୍କ ଡିଭାଇସ ବର୍ତ୍ତମାନ ସ୍ୱାଭାବିକ ଭାବେ ଚାଲୁଛି।\n\nଆପଣଙ୍କ ଡିଭାଇସ ଅତ୍ୟଧିକ ଗରମ ହୋଇଯାଇପାରେ ଯଦି ଆପଣ:\n • ରିସୋର୍ସ-ଇଣ୍ଟେନସିଭ ଆପ୍ସ (ଯେପରି ଗେମିଂ, ଭିଡିଓ କିମ୍ବା ନେଭିଗେସନ ଆପ୍ସ) ବ୍ୟବହାର କରନ୍ତି\n • ବଡ଼ ଫାଇଲଗୁଡ଼ିକ ଡାଉନଲୋଡ କିମ୍ବା ଅପଲୋଡ କରନ୍ତି\n • ଅଧିକ ତାପମାତ୍ରାରେ ଆପଣଙ୍କ ଡିଭାଇସ ବ୍ୟବହାର କରନ୍ତି" "ଆପଣଙ୍କ ଟାବଲେଟଟି ଅତ୍ୟଧିକ ଗରମ ଥିବା ଯୋଗୁଁ ଥଣ୍ଡା କରାଯିବାକୁ ଏହାକୁ ବନ୍ଦ କରାଯାଇଛି। ଆପଣଙ୍କ ଟାବଲେଟ ବର୍ତ୍ତମାନ ସ୍ୱାଭାବିକ ଭାବେ ଚାଲୁଛି।\n\nଆପଣଙ୍କ ଟାବଲେଟ ଅତ୍ୟଧିକ ଗରମ ହୋଇଯାଇପାରେ ଯଦି ଆପଣ:\n • ରିସୋର୍ସ-ଇଣ୍ଟେନସିଭ ଆପ୍ସ (ଯେପରି ଗେମିଂ, ଭିଡିଓ କିମ୍ବା ନେଭିଗେସନ ଆପ୍ସ) ବ୍ୟବହାର କରନ୍ତି\n • ବଡ଼ ଫାଇଲଗୁଡ଼ିକ ଡାଉନଲୋଡ କିମ୍ବା ଅପଲୋଡ କରନ୍ତି\n • ଅଧିକ ତାପମାତ୍ରାରେ ଆପଣଙ୍କ ଟାବଲେଟ ବ୍ୟବହାର କରନ୍ତି" "ଫୋନଟି ଗରମ ହେଉଛି" "ଡିଭାଇସଟି ଗରମ ହେଉଛି" "ଟାବଲେଟଟି ଗରମ ହେଉଛି" "ଫୋନ ଥଣ୍ଡା ହେବା ସମୟରେ କିଛି ଫିଚର ସୀମିତ ଅଟେ।\nଅଧିକ ସୂଚନା ପାଇଁ ଟାପ କରନ୍ତୁ" "ଡିଭାଇସ ଥଣ୍ଡା ହେବା ସମୟରେ କିଛି ଫିଚର ସୀମିତ ଅଟେ।\nଅଧିକ ସୂଚନା ପାଇଁ ଟାପ କରନ୍ତୁ" "ଟାବଲେଟ ଥଣ୍ଡା ହେବା ସମୟରେ କିଛି ଫିଚର ସୀମିତ ଅଟେ।\nଅଧିକ ସୂଚନା ପାଇଁ ଟାପ କରନ୍ତୁ" "ଆପଣଙ୍କ ଫୋନ ସ୍ୱତଃ ଥଣ୍ଡା ହେବାକୁ ଚେଷ୍ଟା କରିବ। ଆପଣ ଏବେ ବି ଆପଣଙ୍କ ଫୋନ ବ୍ୟବହାର କରିପାରିବେ, କିନ୍ତୁ ଏହା ଧୀରେ ଚାଲିପାରେ।\n\nଆପଣଙ୍କ ଫୋନ ଥଣ୍ଡା ହୋଇଯିବା ପରେ ଏହା ସ୍ୱାଭାବିକ ଭାବେ ଚାଲିବ।" "ଆପଣଙ୍କ ଡିଭାଇସ ସ୍ୱତଃ ଥଣ୍ଡା ହେବାକୁ ଚେଷ୍ଟା କରିବ। ଆପଣ ଏବେ ବି ଆପଣଙ୍କ ଡିଭାଇସ ବ୍ୟବହାର କରିପାରିବେ, କିନ୍ତୁ ଏହା ଧୀରେ ଚାଲିପାରେ।\n\nଆପଣଙ୍କ ଡିଭାଇସ ଥଣ୍ଡା ହୋଇଯିବା ପରେ ଏହା ସ୍ୱାଭାବିକ ଭାବେ ଚାଲିବ।" "ଆପଣଙ୍କ ଟାବଲେଟ ସ୍ୱତଃ ଥଣ୍ଡା ହେବାକୁ ଚେଷ୍ଟା କରିବ। ଆପଣ ଏବେ ବି ଆପଣଙ୍କ ଟାବଲେଟ ବ୍ୟବହାର କରିପାରିବେ, କିନ୍ତୁ ଏହା ଧୀରେ ଚାଲିପାରେ।\n\nଆପଣଙ୍କ ଟାବଲେଟ ଥଣ୍ଡା ହୋଇଯିବା ପରେ ଏହା ସ୍ୱାଭାବିକ ଭାବେ ଚାଲିବ।" "ଟିପଚିହ୍ନ ସେନ୍ସର ପାୱାର ବଟନରେ ଅଛି। ଏହା ଟାବଲେଟର ଧାରରେ ବଢ଼ାଯାଇଥିବା ଭଲ୍ୟୁମ ବଟନ ପାଖରେ ଥିବା ଫ୍ଲାଟ ବଟନ ଅଟେ।" "ଟିପଚିହ୍ନ ସେନ୍ସର ପାୱାର ବଟନରେ ଅଛି। ଏହା ଡିଭାଇସର ଧାରରେ ବଢ଼ାଯାଇଥିବା ଭଲ୍ୟୁମ ବଟନ ପାଖରେ ଥିବା ଫ୍ଲାଟ ବଟନ ଅଟେ।" "ଟିପଚିହ୍ନ ସେନ୍ସର ପାୱାର ବଟନରେ ଅଛି। ଏହା ଫୋନର ଧାରରେ ଉଠି ରହିଥିବା ଭଲ୍ୟୁମ ବଟନ ପାଖରେ ଥିବା ଫ୍ଲାଟ ବଟନ ଅଟେ।" "ଅଧିକ ବିକଳ୍ପ ପାଇଁ ଆପଣଙ୍କ ଫୋନ୍ ଅନଲକ୍ କରନ୍ତୁ" "ଅଧିକ ବିକଳ୍ପ ପାଇଁ ଆପଣଙ୍କ ଟାବଲେଟ୍ ଅନଲକ୍ କରନ୍ତୁ" "ଅଧିକ ବିକଳ୍ପ ପାଇଁ ଆପଣଙ୍କ ଡିଭାଇସ୍ ଅନଲକ୍ କରନ୍ତୁ" "ଏହି ଫୋନରେ ପ୍ଲେ ହେଉଛି" "ଏହି ଟାବଲେଟରେ ପ୍ଲେ ହେଉଛି" "ପାୱାର ବନ୍ଦ ଥିଲେ ମଧ୍ୟ ଆପଣ Find My Device ମାଧ୍ୟମରେ ଏହି ଫୋନକୁ ଖୋଜିପାରିବେ" "ପାୱାର ବନ୍ଦ ଥିଲେ ମଧ୍ୟ ଆପଣ Find My Device ମାଧ୍ୟମରେ ଏହି ଟାବଲେଟକୁ ଖୋଜିପାରିବେ"